Politics

ହିନ୍ଦୋଳ ଏନ.ଏ.ସି ନିର୍ବାଚନ ୧୧ ନଂ ୱାର୍ଡରେ ଏକ ତରଫା ବିଜେଡି ପାର୍ଥିନୀ ଶୁଭ ଲଷ୍ମୀ ଦେହୁରୀଙ୍କୁ ଜନ ସମର୍ଥନ

ହିନ୍ଦୋଳ ଏନ.ଏ.ସି ନିର୍ବାଚନ ୧୧ ନଂ ୱାର୍ଡରେ ଏକ ତରଫା ବିଜେଡି ପାର୍ଥିନୀ ଶୁଭ ଲଷ୍ମୀ ଦେହୁରୀଙ୍କୁ ଜନ ସମର୍ଥନ !!!* ହିନ୍ଦୋଳ – ହିନ୍ଦୋଳ ଏନ ଏ ସି ୧୧ ନଂ ୱାର୍ଡ ଏନ ଏ ସି ନିର୍ବାଚନ ରେ ସବୁ ବେଳେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଆସୁଛି। ହିନ୍ଦୋଳ ୧୧ ନଂ ୱାର୍ଡରେ ବିଜେଡି ପ୍ରଚାର ସବୁଦିନେ ଜୋର ଜାର ହେଉଥିବା ଦେଖିବାକୁ ମିଳିଛି। ଏହି ୱାର୍ଡର ପର୍ଯ୍ୟବେକ୍ଷକ ଗୁରୁ ଦାୟିତ୍ୱ ନେଇଛନ୍ତି ଓଡାପଡା ବ୍ଲକର ଚେୟାରମ୍ୟାନ ସସ୍ମିତା ମହାନ୍ତି ତାଙ୍କ ନିର୍ବାଚନ ପ୍ରଚାର ଦ୍ୱାରା ଏକ ତରଫା ବିଜେଡି ବିଜୟ ଲାଭ କରିବ ବୋଲି ଜଣା ପଡୁଛି। ତାଙ୍କୁ ସହଯୋଗ କରୁଛନ୍ତି ୧୧ ନଂ ୱାର୍ଡ଼ର ନେତୃତ୍ୱ ନେଉଥିବା ନେତୃ ମଣ୍ଡଳୀ ଯେଉଁ ନେତୃ ମଣ୍ଡଳୀଙ୍କ ହିନ୍ଦୋଳ ଏନ ଏ ସି ରେ ଏକ ସ୍ୱତନ୍ତ୍ର ପରିଚୟ ଅଛି ସେହି ମାନେ ଧରିଛନ୍ତି ୧୧ ନଂ ୱାର୍ଡ ର ମଙ୍ଗ। ୧୧ ନଂ ୱାର୍ଡରେ ୱାର୍ଡ ବାସୀ ସମର୍ଥନ କରୁଥିବା ପାର୍ଥି ମାନେ ସବୁ ନିର୍ବାଚନ ରେ ଏକ ତରଫା ବିଜୟ କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ ବହୁ ମାତ୍ରାରେ ବିଜେଡିକୁ ସମର୍ଥନ କରୁଛନ୍ତି ୱାର୍ଡ ବାସୀ। ଯାହାକୁ ନେଇ ହିନ୍ଦୋଳ ରାଜନୀତି ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛି ୧୧ ନଂ ୱାର୍ଡ ।

Related Articles

Back to top button