Politics

ବିଧାୟକଙ୍କ ଦ୍ଵାରା ଛତିଆ ଭଟ୍ଟ ସାଗର ପୋଖରୀ ପୁନଃଉଦ୍ଧାର ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟର ଶୁଭଭିତ୍ତିପ୍ରସ୍ଥର ସ୍ଥାପନ

 ଆଜ ତା-୧୫/୩/୨୪ ରିଖରେ ମାନ୍ୟବର ବିଧାୟକ ଵଡ଼ଚଣା ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥି ଙ୍କ କରକମଳରେ ଛଡ଼ିଆ ଭଟ୍ଟ ସାଗର ପୋଖରୀର ପୁନଃଉଦ୍ଧାର କାର୍ଯ୍ୟ ବ୍ୟୟ ଅଟକଳ ୮କୋଟି ଟଙ୍କାରୁ ପ୍ରଥମ ପର୍ଯ୍ୟାୟରେ ୨କୋଟି ୩୯ ଲକ୍ଷ ୪୦ହଜାର ଟଙ୍କାର ବ୍ୟୟବରାଦ ପ୍ରଶାସନିକ ସ୍ଵିକୃତି ପାଇ କାର୍ଯ୍ୟାରମ୍ଭ ନିମନ୍ତେ ଶୁଭଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଅଛି, SDO ତପନ ସେଠି କାର୍ଯ୍ୟ କ୍ରମ ସମ୍ପର୍କ ରେ ବିବରଣୀ ପ୍ରଦାନ କରିଥିଲେ,ଏଥି ସହିତ ସୋଲର ଗ୍ରୀ: ପର15ଲକ୍ଷ ବ୍ୟୟ ବରାଦରେ ମା’ମଙ୍ଗଳା କମ୍ୟୁନିଟ ସେଣ୍ଟର ଓ 5ଲକ୍ଷ ବ୍ୟୟ ବରାଦରେ ଏକ ମିଶନ ଶକ୍ତି କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ ସୋଲର ପଂଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ସ୍ଥାପନ ହୋଇଥିବା ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ର ନବୀକରଣ ବିଜୁ ସ୍ଵାସ୍ଥ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ କାର୍ଡ଼ ବଣ୍ଟନ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଅଛି। ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ମିନତୀ ସେନାପତି, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯଚ୍ଚିନ୍ଦ୍ର ପ୍ରସାଦ ନାୟକ, ପ୍ରାକ୍ତନ ବ୍ଳକ ଅଧକ୍ଷ ଭାଗ୍ୟଧର ମଲ୍ଲିକମାଧବାନନ୍ଦ ମହାପାତ୍ରନିରଞ୍ଜନ ସେନାପତି ୍ ,ଜୋନ ସଭାପତି ବାସୁଦେବ ସ୍ୱାଇଁ, ମିହିର ସ୍ଵାଇଁ,ସରପଞ୍ଚ ବିଜୟ ସ୍ଵାଇଁ, ଜୟନ୍ତି ସ୍ଵାଇଁ,ସମରେନ୍ଦ୍ର ମହାପାତ୍ର,ଛତିଆ ସମିତି ସଭ୍ୟ ଦିପକ ସାହୁ,, ପ୍ରକାଶ ପ୍ରଧାନ, ଗିରିଶ ପାତ୍ର, କୈଳାଶ ରାଉତ, ପ୍ରଦୋଷ ନାଥ, କପିଳ ରାଉତ, ସର୍ବେଶ୍ଵର ରାଉଳ , ଅରୁଣ ପ୍ରହରାଜ ଶ୍ରୀକାନ୍ତ ପ୍ରହରାଜ ମିଶନ ଶକ୍ତି ସମ୍ପାଦିକା ସୋୟଂ ପ୍ରଭା ସ୍ୱାଇଁ ସଭାନେତ୍ରୀ ଦମୟନ୍ତୀ ରାଉତଗୀତାଞ୍ଜଳି ବିଶ୍ୱାଳ ଓ ଅନ୍ୟ ନେତୃବୃନ୍ଦ ମିଶନ ଶକ୍ତି କର୍ମକର୍ତ୍ତା ଉପସ୍ଥିତ ରହି ସଫଳ କରିଥିଲେ।ସୋଲର ପଂଚାୟତ ସମିତି ସଭ୍ୟ ସଞ୍ଜୟ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button