Politics

ଅମରାବତୀ ମଠ ପରିସରରେ ବିଜୁ ଜନତା ଦଳ ବଡ଼ଚଣାର ଯୋନ ସ୍ଥରୀୟ ବୈଠକ

 

ବିଜୁ ଜନତା ଦଳର ସାଂଗଠନିକ ବୈଠକ ଛତିଆ ସ୍ଥିତ ଅମରାବତୀ ମଠ ପରିସରରେ ବିଜୁ ଜନତା ଦଳ ବଡ଼ଚଣାର ଯୋନ ସ୍ଥରୀୟ ବୈଠକ ବରିଷ୍ଠ ନେତା ମାଧବାନନ୍ଦ ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ଯୋନ ନଂ-୧୬, ୧୭ ଓ ୧୮ର ଆଗୁଆ କର୍ମକର୍ତ୍ତା ବିଭିନ୍ନ ପଞ୍ଚାୟତର ସଭାପତି, ସରପଞ୍ଚ , ସମିତି ସଭ୍ୟ/ସଭ୍ୟା ଙ୍କ ସମେତ ବଡଚଣା ବ୍ଲକ୍ ଅଧ୍ୟକ୍ଷା ମିନତୀ ସେନାପତି ଉପାଧ୍ଯକ୍ଷ ବିଭାସ ଚନ୍ଦ୍ର ନନ୍ଦ କୋଷାଧ୍ୟକ୍ଷ ମିହିର ସ୍ଵାଇଁ, ନିରଞ୍ଜନ ସେନାପତି, ବାସୁଦେବ ସ୍ୱାଇଁ, ଭାଗ୍ୟ ଧର ମଲ୍ଲିକ, ସଂଞ୍ଜୟସ୍ଵାଇଁ, ପ୍ରକାଶ ପ୍ରଧାନ, ଚିନ୍ମୟ ମହାନ୍ତି, ସମରେନ୍ଦ୍ର ମହାପାତ୍ର, ଅନନ୍ତ ଜେନା, ବିଭୂନି ସୁବୁଦ୍ଧି, ଯୁଗଳ ଖିଲାର, ଉବାନୀଶଙ୍କର ସାହୁ, ରାମଚନ୍ଦ୍ର ସ୍ଵାଇଁ, ଅଜୟ ବିଶ୍ଵାଳ, ସାଗରିକା ତରାଇ, ଜୟନ୍ତି ସ୍ଵାଇଁ, ଯଯାତି ରାଉତ, ରଞ୍ଜନ ଦାସ, ନବଦ୍ଵୀପ ନାୟକ, ଦୀପକ ସାହୁ, ଗିରିଣ ପାତ୍ର, ଓ ଅନ୍ୟମାନେ ଉପସ୍ଥିତ ରହି ଆଗାମୀ ଦିନରେ ଦଳ କୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ସହିତ ମାନ୍ୟବର ବିଧାୟକ ବଡ଼ଚଣା ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥିଙ୍କ ନେତୃତ୍ଵରେ ୭ମ ଥର ପାଇଁ ନିର୍ବାଚନ ବିଜୟ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ସରକାର ମୁଖ୍ଯ ରୂପେ ବିପୁଳ ସମର୍ଥନ ପ୍ରଦାନ ସହିତ ଗୁଜବ ମିଛ ପ୍ରଚାରକାରୀଙ୍କ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦେଇ ଦଳୀୟ ପଦପଦବିରେ ରହି ଦଳୀୟ ନେତୃତ୍ଵ ଓ ସଂଗଠନ କୁ ଦୁର୍ବଳ କରୁଥିବା ବ୍ୟ

Related Articles

Back to top button