Politics
୧୪ ଗୋଟି ପଞ୍ଚାୟତକୁ ବି,ଏସ, କେ.ୱାଇନବୀନ କାର୍ଡ ବି ବିତରଣ


ନିଆଳି ନିର୍ବାଚନ ମଣ୍ଡଳିର କଣ୍ଟାପଡ଼ା ବ୍ଳକରେ ୧୪ଗୋଟି ପଞ୍ଚାୟତର ନୂତନ ସ୍ଵାସ୍ଥ୍ୟକାର୍ଡଧାରୀମାନଙ୍କୁ ୯୪୭ଟି ବି.ଏସ.କେ, ୱାଇନବୀନ କାର୍ଡ଼ ଯୋଗାଇଦିଆଯାଇଛି । ଏଥିରେ ନିଆଳି ନିର୍ବାଚ଼ନମଣ୍ଡଳୀର ବିଧାୟକ-ପ୍ରଫେସର ଡକ୍ଟର ପ୍ରମୋଦ କୁମାର ମଲ୍ଲିକ ଉପସ୍ଥିତ ରହି ନିଜ ହସ୍ତରେ ନୂତନ କାର୍ଡ଼ ଧାରୀମାନଙ୍କୁ ସ୍ଵାସ୍ଥ୍ୟ କାର୍ଡ଼ ବଣ୍ଟନ କରିଥିଲେ। ଏଥିରେ ୧୪ଗୋଟି ପଞ୍ଚାୟତର ସରପଞ୍ଚ, ଜିଲ୍ଲା ପରିଷଦଙ୍କ ସହ ବ୍ଳକର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏଥିରେ ସମସ୍ତ ନୂତନ ବି, ଏସ, କେ, ୱାଇନବୀନ କାର୍ଡଧାରୀମାକୁଣ୍ଟାନେ ଉପକୃତ କରି ହୋଇଛନ୍ତି।କଣ୍ଟାପଡ଼ାରୁ ରିପୋର୍ଟ ପୁଷ୍ପଲତା ସମର୍ଥ ନିୟୁଜ, ଓଡିଶା





