Entertainment

ଦୁଇ ଦୁଣେ ପାଞ୍ଚ, ସିନେମାର ଶୁଭ ମୁକ୍ତି ଲାଭ କଲା ସ୍ଥାନ ସିନେପ୍ଲେକ୍ସ ଭବାନୀପାଟଣା

 

 କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିଉ ଷ୍ଟାର ସିନେ ପ୍ଲେକ୍ସ ଠାରେ ଦୁଇ ଦୁଣେ ପାଞ୍ଚ ଓଡ଼ିଆ ସିନେମା ର ଶୁଭ ମୁକ୍ତି ଲାଭ କରିଅଛି l ଏଥିରେ କଳାହାଣ୍ଡି ର ବିଶିଷ୍ଟ କଳାକାର ତଥା ଅଭିନୟ କାରି ନିଜର ଅଭିନୟର ଦକ୍ଷତା ଦ୍ୱାରା ଦର୍ଶକ ମାନଙ୍କ ମନରେ ଏକ ଉତ୍ସlହଓ ଆନନ୍ଦ ଭରିଦେଇ ଥିଲେ l ଏହି ସିନେମା ଦେଖିବା ପାଇଁ ବହୁ ମାତ୍ରାରେ ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା, ଏହି ଚଳଚିତ୍ର ରେ ସିନେମା ହୋଲ ଟି ହାଉସ ଭୁଲ ଥିଲା l ଏହି ଚଳଚିତ୍ର ପଶ୍ଚିମ ଓଡ଼ିଶାର ବହୁ ଚର୍ଚିତ କଳାକାର ମାନେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା l କଳାହାଣ୍ଡି ର ବହୁ ଚର୍ଚିତ କଳାହାଣ୍ଡି କଟପା (ସୁନୀଲ ମହାନନ୍ଦ ) ଓ କମେଡି ରୋଲ ଅଭିନୟ କରିଥିଲେ ରିଆଜ ଖାଁ, ନିର୍ଦେଶକ ଓ ନିର୍ମାତା ସରୋଜ କୁମାର ମହାପାତ୍ର ଓ ସହଯୋଗ ନିର୍ମାତା ସଂଜୀବ ମହାପାତ୍ର,ସମ୍ପାଦକ ସୋମ୍ୟ ସୋଭନ ନାୟକ, ସଂଗୀତ ନିର୍ଦେଶକ ଟିଟୁ ଶସାଙ୍ଗ, l ଏଥିରେ ମୁଖ୍ୟ ଅତିଥି ଭାବରେ କାଦିର ଖାଁ, ଅଜୟ ମିଶ୍ର, ଅଜୟ ପଣ୍ଡା, ପ୍ରଦୀପ୍ତ ରାୟ, ଯୋଗଦାନ ଦେଇଥିଲେ ଓ ଚଳଚିତ୍ର ଆଗକୁ ସଫଳ ହେବ ବୋଲି ନିଜର ବାର୍ତା ଦେଇଥିଲେ l ଶେଷରେ ଦର୍ଶକ ବନ୍ଧୁ ମାନେ ଚଳଚିତ୍ର କୁ ବହୁତ ସୁନ୍ଦର ଭାବରେ ଉପଭୋଗ କରିଥିଲେ ଚଳଚିତ୍ର ସମସ୍ତଙ୍କ ମନରେ ଏକ ଆନନ୍ଦ ଓଳାଷ ଆଣିଥିଲା l ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button