Entertainment

ବୌଦ୍ଧ ଜିଲ୍ଲାର କାର୍ତ୍ତିକ, ସୁଜ୍ଞାନ ଓ ଚିତରଞ୍ଜନ ପାଇଲେ କୋଣାର୍କ ରତ୍ନ ସମ୍ମାନ


ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ଙ୍କ ସହଭାଗିତାରେ ମୂର୍ଚ୍ଛନା ଓ ଓଡ଼ିଶା କଳଚରାଲ ଆର୍ଟ ଏକାଡେମୀ ତରଫରୁ ଆୟୋଜିତ କୋଣାର୍କ ଲୋକ କଳା ମହୋତ୍ସବ -୨୦୨୪ ରେ ବୌଦ୍ଧ ଜିଲ୍ଲାର ବରିଷ୍ଠ ଶିକ୍ଷକ ତଥା ସଚେତନ ଧର୍ମି କବି ଶ୍ରୀ କାର୍ତ୍ତିକେଶ୍ୱର ନାୟକ , କଣ୍ଠ ଶିଳ୍ପୀ ତଥା କୋଶଲି କବି ସୁଜ୍ଞାନ ବାଘ ଓ ବ୍ୟଙ୍ଗ କବି ଚିତରଞ୍ଜନ ବେହେରା ଙ୍କୁ କୋଣାର୍କ ରତ୍ନ ସମ୍ମାନ -୨୦୨୪ ସମ୍ମାନ ରେ ସମ୍ମାନିତ କରାଯାଇଅଛି । ଏହି ଖବର ପ୍ରସାରିତ ହେବା ପରେ ଶୁଭେଚ୍ଛୁ ,ବିଭିନ୍ନ ସାହିତ୍ୟ ଅନୁଷ୍ଠାନ, ବୌଦ୍ଧ ଜିଲ୍ଲାବାସୀ ଶୁଭେଛା ଜଣାଇବା ସହିତ ଆୟୋଜକ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ହାସ୍ୟ କୁମୁଦ ଶ୍ରୀ ସଂପଦ ରଥଙ୍କୁ ମଧ୍ୟ ଧନ୍ୟବାଦ୍ ଜଣାଇଛନ୍ତି ।

Related Articles

Back to top button