Politics

ଅଡଶପୁର5Tଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେଆଦ୍ଭାସୀ ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ .

 

କଣ୍ଟାପଡ଼ା ବ୍ଳକ ନିଆଳି ନିର୍ବାଚନମଣ୍ଡଳୀଅଡଶପୁର5Tଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୋମବାର ୩ଟା ସମୟରେଆଭାଷୀ ମାଧ୍ୟମରେ ଆମଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ, ଏହା ଦ୍ଵାରା ସାଧାରଣ ଲୋକେ ସୁବିଧାରେ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ,ଅଡଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ନିଆଳି ତଥା କଟକ ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ, ପ୍ରଫେସର, ଡକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କ ସହ କଣ୍ଟାପଡ଼ା ବ୍ଳକ ସଭାପତି ୮ନଂଜୋନ ଜିଲ୍ଲା ପରିଷଦ-ପିୟୁଷରଂଜନ ମିଶ୍ର ନଅ ନମ୍ବର ଜୋନ ଜିଲ୍ଲାପରିଷଦ -କ୍ରିଷ୍ଣାରାଣୀ ବେହେରା, ବ୍ଳକ ଆତ୍ମା ଅଧକ୍ଷ – ନକୁଳ ରାଉତ ବ୍ଳକଯୁବ ବିଜେଡି ସଭାପତି ତଥା ସାଂସଦଙ୍କ ପ୍ରତିନିଧି-ବିମାନ ବିହାରୀ ବେହେରା, ବ୍ଳକ ବିଜେଡିଜିଟାଲ ସମ୍ପାଦକ-ପ୍ରିତମମହାପାତ୍ର,ଉତ୍ତାରଣ ସରପଞ୍ଚ -ହେମନ୍ତ ମଲ୍ଲିକ, ଅଡଶପୁର ସରପଞ୍ଚ -ସୁବ୍ରତ ଦାସ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନବାଡି କର୍ମୀଙ୍କ ସହିତ ହସପିଟାଲର ସମସ୍ତ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ। କଣ୍ଟାପଡ଼ାରୁ ପୁଷ୍ପଲତା ଦୀକ୍ଷିତଙ୍କ ରିପୋର୍ଟ ସମର୍ଥ ନିୟୁଜଓଡିଶା

Related Articles

Back to top button