Entertainment

ସାହେବନଗର ଗ୍ରାମ ରେ ଅଷ୍ଟପ୍ରହର ନାମଯଂଜ୍ଞ

 

ନେଳିଆ ପଂଚାୟତ ସାହେବ ନଗର ଗ୍ରାମ ରେ ଚଳିତ ମାସ 20ତାରିଖ ଠାରୁ 22ତାରିଖ ପର୍ଯ୍ୟନ୍ତ 3ଦିନ ବ୍ୟାପି ଗ୍ରାମ ର ବାର୍ଷିକ ଅଷ୍ଟ ପ୍ରହର ନାମଯଂଜ୍ଞ ଅନୁଷ୍ଠିତ ହୋଇଯାଇଅଛି,6ଗୋଟି ସଂକୀର୍ତନ ମଣ୍ଡଳୀ ଏହି ନାମ ଯଂଜ୍ଞ ରେ ଯୋଗ ଦାନ କରିଥିଲେ, ପୂଜକ ସୁରେନ୍ଦ୍ର ପାଢ଼ୀ ବେଦ ମନ୍ତ୍ର ପାଠ କରିଥିବା ବେଳେ ହେମନ୍ତ ସାହୁ କର୍ତ୍ତା ଭାବେ ଦଧି ହାଣ୍ଡି ଧାରଣ କରିଥିଲେ, ଲକ୍ଷ୍ମୀ ଧର ବାବୁଲି ମଳୟ ସନ୍ତୋଷ ପ୍ରଦୀପ୍ତ ହରି ପ୍ରସାଦ ଓ ଗ୍ରାମବାସୀ ଓ଼ଗେରେ ନାମ ଯଂଜ୍ଞ ରେ ସହଯୋଗ କରିଥିଲେ, ଦୁଇ ଦିନ ବ୍ୟାପି ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟସାହେବନଗର ଗ୍ରାମ ରେ ଅଷ୍ଟପ୍ରହର ନାମଯଂଜ୍ଞ

Related Articles

Back to top button