Politics

ଆମ ଓଡିଶା ନବୀନ ଓଡିଶା ବ୍ରାହ୍ମଣ ସାହି ପଂଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

 

*ପ୍ଲେସ :-ରାଜନଗର*

ଆଙ୍କର:- କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ. ହାତୀନା ପଂଚାୟତ ରେ ଆମ ଓଡିଶା ନବୀନ ଓଡିଶା ର ପଂଚାୟତ ସ୍ତରୀୟ ସଚେତନତା ଶିବିର ଧୂମ ଧାମରେ ଅନୁଷ୍ଠିତ ହୋଇଯାଇଇଛି.! ହାତୀନା ପଂଚାୟତ ର ସରପଞ୍ଚ ସମୀର ସେଠି ଙ୍କ ପୌରାହୀତରେ ଆୟୋଜିତ ଶିବିର ରେ ମୁଖ୍ୟ ଅତିଥିଭାବେ , ରାଜନଗର ବ୍ଲକ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସାରଦା ପ୍ରସନ ନାୟକ,କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର କୁମାର ମହାନ୍ତି, ପି ଇ ଓ ରାଜକିଶୋର ମହାଳିକ , ଜି.ଆ. ର ସେହିପରିମୁଖ୍ୟ ମିଶନ ଶକ୍ତି ର ମହିଳା ସଦସ୍ୟା ଓ ବିଭିନ୍ନ ୱାର୍ଡ ର ୱାର୍ଡ ମେମ୍ବର ଏବଂ ମହିଳା ମାନଙ୍କ ସହିତ ଶତାଧିକ ପୁରୁଷ ଓ ଯୁବକ ମାନଙ୍କ ସହ ଛାତ୍ର ଓ ଛାତ୍ରୀ ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି! ହାତୀନା ପଂଚାୟତ ର ସରପଞ୍ଚ )ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଓ 5t ରୂପାନ୍ତି କରଣ ବିଷୟରେ ଚିତାକର୍ଷକ ଅଭିଭାଷଣ ସମସ୍ତଙ୍କୁ ମନ ମୁଗ୍ଧ କରିଛି,! ତେବେ ଆଜିର ଏହି କାର୍ଯ୍ୟକ୍ରମ ରେ 5 t ରୂପାନ୍ତିକାରଣ ରେ ଗ୍ରାମାଞ୍ଚଳ ଭିତ୍ତି ଭୂମି ବିକାଶ ତଥା ଜଗନ୍ନାଥ ସଂସ୍କୃତି ର ବିକାଶ. ମହିଳା ସଶକ୍ତି କରଣ ବିଦ୍ୟାଳୟ ଗୁଡିକ ର ରୂପାନ୍ତି କରଣ କ୍ରୀଡା ଭିତ୍ତି ଭୂମି ବିକାଶ. ଐତିହ୍ୟ ଭିତ୍ତି ଭୂମି ବିକାଶ. ବିଜୁ ସ୍ୱାସ୍ଥ୍ୟ ଯୋଜନା, ଓ ମଧୁବାବୁ ପେନସନ, ସୁଗମ ପରିବହନ ବ୍ୟବସ୍ଥା ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରୟାସ ବୋଲି ସାଂସ୍କୃତି କ କାର୍ଯ୍ୟକ୍ରମ ମଧ୍ୟରେ ଜନସାଧାରଣ ଙ୍କୁ ସଚେତନତା କରାଯାଇଛି,ଛାତ୍ର ଓ ଛାତ୍ରୀ ମାନଙ୍କ ଦ୍ୱାରା ସଂଗୀତ ଓ ନୃତ୍ୟ ପରିବେଷଣ. କରାଯାଇଥିଲା, ତେବେ ଆଜିର ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସହଯୋଗ କରୁଥିଲେ,! ପୂର୍ବତନ ସରପଞ୍ଚ ଓ ରାଜନଗର ବ୍ଲକ ସଭାପତି ଦେବେନ୍ଦ୍ର କୁମାର ଜେନା ଙ୍କ ସହ ବରିଷ୍ଠ ଯୁବ ନେତା ସତ୍ୟବ୍ରତ ପାଣି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରଥିଲେ,!

*କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*

Related Articles

Back to top button