Entertainment
ସୋଲର ରେ ତିନି ରାତ୍ର ବ୍ୟାପି ପାଲା ପରିବେଷଣ


ସୋଲର ଚୁଡା କଳ ଠାରେ ସରସ୍ବତୀ ପୂଜା କମିଟି ପକ୍ଷରୁ ଚଳିତ ମାସ ପନ୍ଦର ତାରିଖ ଠାରୁ ସତର ତାରିଖ ପର୍ଯ୍ୟନ୍ତ ତିନି ରାତ୍ର ବ୍ୟାପି ପାଲା ପରିବେଷଣ ହେଉଅଛି, ଗାୟକ ବାଣିଭୂଷଣ ଗୋପାଳ କୃଷ୍ଣ ଜେନା ଓ ସାଥି ମାନେ ମନ ମୁଗ୍ଧ କର ପାଲା ପରିବେଷଣ କରି ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରୁଥିବା ଦେଖିବାକୁ ମିଳିଛି, ସମାଜସେବୀ ମାଧବାନନ୍ଦ ମହାପାତ୍ର ଙ୍କ ଆବାହକ ତ୍ୱରେ ତଥା ପୂଜା କମିଟି ର ସଭାପତି ଶରତ ଚନ୍ଦ୍ର ପରିଡା ଙ୍କ ତତ୍ୱା ବଧାନ ରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପର୍ଣ୍ଣ ହେଉଅଛି, କ୍ଷେତ୍ରବାସୀ ସେଠି ଓ ପୂଜା କମିଟି ର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରୁଛନ୍ତି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,




