Entertainment

ଚମ୍ପାପୁର ପଂଚାୟତ ରେ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

 

ଆଜି ଚମ୍ପାପୁର ପଂଚାୟତ ରେ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି, ପ୍ରାକ୍ତନ ସରପଞ୍ଚ ବାସୁଦେବ ସ୍ୱାଇଁ ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟ ଅତିଥି ଓ ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ଯଚିନ୍ଦ୍ର ପ୍ରସାଦ ନାୟକ ବ୍ଳକ ଉପାଧକ୍ଷ ବିଭାସ ନନ୍ଦ ପ୍ରାକ୍ତନ ଉପାଧକ୍ଷ ଭାଗ୍ୟଧର ମାଲିକ ବଡ଼ଚଣା ସରପଞ୍ଚ ପ୍ରତିନିଧି ପ୍ରକାଶ ପ୍ରଧାନ ଧାନମଣ୍ଡଳ ସରପଞ୍ଚ ନବ ଦୀପ ନାୟକ ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ ଛତିଆ ପଂଚାୟତ ସମିତି ସଭ୍ୟ ଦୀପକ ସାହୁ MBK ସସ୍ମିତା ମହାରଣା CRP କଲ୍ୟାଣୀ ଦାସ ବ୍ୟାଙ୍କ ମିତ୍ର ନମିତା ମହାରଣା ମିଶନ ଶକ୍ତି ଫେଡେରେସନ ର ସଭାନେତ୍ରୀ କନକ ଲତା ବେହେରା କୈଳାସ ରାଉତ ରାଜ୍ୟ ଛାତ୍ର ବିଜେଡି ଯୁଗ୍ମ ସମ୍ପାଦକ ମନୋଜ ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ, ସରକାରଙ୍କର ବିଭିନ୍ନ ଜନ ହିତକର କାର୍ଯ୍ୟ କିପରି ଲୋକ ମାନଙ୍କ ପାଖରେ ପହଂଚି ପାରିଛି ସେ ସମ୍ପର୍କ ରେ ଆଲୋକପାତ କରିଥିଲେ, ମୁଖ୍ୟ ମନ୍ତ୍ରୀ ପୁରସ୍କାର ପ୍ରାପ୍ତ CRCC ଛତିଆ ଇଛା ନଗର ପାଟଣା କ୍ଲ ଷ୍ଟର ର ରଶ୍ମି ରଞ୍ଜନ ଷେଣ୍ଢ ସପନପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ ର ଶିକ୍ଷକ ନଳିନୀ ରଞ୍ଜନ ରାଉତ ଙ୍କ ସମେତ 4ଗୋଟି ପଂଚାୟତ ର 20ଜଣ ଶିକ୍ଷକ ଆଶା କର୍ମୀ ଅଙ୍ଗନବାଡି କର୍ମୀ ଓ ବିଭିନ୍ନ SHG ପ୍ର ଡୁ ସର ଗ୍ରୁପ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ନାଚ ଗୀତ ମାଧ୍ୟମରେ ନବୀନ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡିକୁ ପରିବେଷଣ କରାଯାଇଥିଲା, କୁମାର ଗୋବିନ୍ଦ ଓ ସାଥି ମାନେ ମନ ଛୁଆଁ ସଂଗୀତ ପରିବେଷଣ କରିଥିଲେ, ସନ୍ତୋଷ ପ୍ରଧାନ ହୃଷିକେଶ ସାହୁ ଗତି ରଞ୍ଜନ ବାରିକ ଝୁନୀଲତା ଖଟୁଆ ହେମଲତା ସାହୁ ରୋଜାଲିନି ହାତୀ ଅନାପୂର୍ଣ୍ଣା ବେହେରା ଧୀରେନ୍ଦ୍ର ନାଥ କପିଳ ରାଉତ ବିପିନି ବିଶ୍ୱାଳ ପ୍ରଦୂଷ ନାଥ ସର୍ବେଶ୍ୱର ରାଉଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button