ବେଲଟିକିରି ପଂଚାୟତରେ ପଂଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ


ରିପୋର୍ଟ -ଦୀପ ନାରାୟଣ ଷଡ଼ଙ୍ଗୀ ସମର୍ଥ ନ୍ୟୁଜ ଢେଙ୍କାନାଳ
Place -ଢେଙ୍କାନାଳ
Date -07,02,24
Faramat -AVB
Anchor – ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବେଲଟିକିରି ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଆମ ଓଡିଶା ନବୀନ ଓଡିଶା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଗ୍ରାମାଞ୍ଚଳର କଳା ସଂସ୍କୃତିକୁ ନେଇ ଉପସ୍ଥିତ ପାଲା ମଧ୍ୟମରେ ସରକାରଙ୍କ ଜନହିତକର କାଯ୍ୟକ୍ରମ ମାନ ଉପସ୍ଥlପନ କରିଥିଲେ ତା ସାଙ୍ଗକୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଷ୍ଟଲ ଅତି ହୋଇଥିଲା l ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବେଲଟିକିରି ପଞ୍ଚାୟତ ସରପଞ୍ଚ ବଳଭଦ୍ର ସାମଲଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେରେ ଢେଙ୍କାନାଳ ସଦର A BDO ଯୋଗଦେଇଥିଲେ ସମ୍ମାନିତ ଅତିଥି ଜିପିଓ ଓ ସମିତିସଭ୍ୟl ଉକ୍ତ ସଭାରେ ଅତିଥିମାନେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିଥିଲେ l ସରକାରୀ ବିଭାଗରୁ ସ୍ୱାସ୍ଥ୍ୟ ଅଧିକାରୀ,କୃଷି ଅଧିକାରୀ,
ମିଶନଶକ୍ତି ଅଧିକାରୀ, ସି. ଆର.ପି., ଏମ ବି କେ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଉପସ୍ଥିତ ରହି ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା କୁ ଉପସ୍ଥାପନ କରିଥିଲେ l ଏହି ସମସ୍ତ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ ପ୍ରମୁଖ ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ




