Politics
ପୂର୍ତ୍ତ ବିଭାଗ ପକ୍ଷରୁ ଦେଓଗାଁ ହରିପୁର ରାସ୍ତାର ପ୍ରସସ୍ତି ଓ ଉନ୍ନତି କରଣ ଶିଳାନ୍ୟାସ କଲେ ବିଧାୟକ ସୁଧୀର ସାମଲ I


-ଢେଙ୍କାନାଳ ,ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଢେଙ୍କାନାଳ – ଦେଓଗାଁ – ହରିପୁର ରାସ୍ତା ପ୍ରସସ୍ତି ଓ ଉନ୍ନତି କରଣର ବିଧାୟକ ସୁଧିର କୁମାର ସାମଲ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଶିଳାନ୍ୟସ କରିଥିଲେ ,ସଦର ବ୍ଲକ ଅଧକ୍ଷା ରାଜଶ୍ରୀ ନାୟକ, ଗଦିଆ ବ୍ଲକ ଅଧକ୍ଷା ରିତାରାଣୀ ଖଟୁଆ, କାରମାଟି ଗ୍ରାମ ପଞ୍ଚାୟପ ସରପଞ୍ଚ ଅମିତ ଜ୍ୟେତି ସ୍ୱାଇଁ , ଦେଓଗାଁ ସରପଞ୍ଚ ବିଜୟ ଦେହୁରୀ ପ୍ରମୁଖ ଉପସ୍ଥିତ । ଏହି ରାସ୍ତା ପ୍ରସସ୍ତି ଓ ଉନ୍ନତି କରଣ ହେଲେ ଲୋକ ମାନଙ୍କର ସମସ୍ୟା ଦୂର ହେବାସହ ଯାତାୟତ କରିବାରେ ଆହୁରି ସୁବିଧା ହେବ ବୋଲି ବିଧାୟକ ପ୍ରକାଶ କରିଛନ୍ତି ।




