Politics

ବିଜେପି ର ବୁଥ୍ ଚାଲ ଅଭିଯାନ। 

 

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ମଙ୍ଗଳବାର ହରଭଙ୍ଗା ବ୍ଲକ୍ ବାଣିଭୂଷଣପୁର ଠାରେ ବିଜେପି ନେତା ବିଶିକେଶନ ପ୍ରଧାନ ଙ୍କ ନେତୃତ୍ବରେ ବୁଥ ଚାଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବିଜେପି ର ବରିଷ୍ଟ ନେତା ସଚି ଦଲାଲ, ମାଗୁଣି ବାବୁ, ଅକ୍ଷୟ ସାହୁ, ସରୁପା ଭାଇ, ବନୁ ଭାଇ, ବିକାଶ ଭାଇ,ନାରଣ ଭାଇ ଶାନ୍ତି ଦନ୍ତା ଗୌରୀ ଭାଇ,, ମଣ୍ଡଳ ସଭାପତି ବାମନ ବାରିକ, ତପନ ଡାଙ୍ଗ ଓ ଶମ୍ଭୁ ପ୍ରଧାନ ସହିତ ବହୁ ସଂଖ୍ୟା ରେ କାର୍ଯ୍ୟ କର୍ତ୍ତା ଯୋଗ ଦେଇଥିଲେ । ପ୍ରତି ବୁଥ୍ ରେ ବିଜେପି କିଭଳି ସକ୍ରିୟ ହେବା ସହିତ ନରେନ୍ଦ୍ର ମୋଦିଙ୍କର ନେତୃତ୍ଵ କୁ ସୁଦୃଢ଼ କରି ଓଡ଼ିଶା ରେ ବିଜେପି ସରକାର ଗଢିବା ନେଇ ଆଲୋଚନା କରିବା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଲୋକଙ୍କୁ ଆଲୋକପାତ କରାଯାଇଥିଲା।

Related Articles

Back to top button