Entertainment
ଏତିହାସିକ ଅମରବତୀ ମହୋତ୍ସବ ର ଆଜି 3ୟ ସଂଧ୍ୟରେ ଘୋଡା ନାଚ ଓ ନୃତ୍ୟ ଗୀତ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ


ଏତିହାସିକ ଅମରବତୀ ମହୋତ୍ସବ ର ଆଜି 3ୟ ସଂଧ୍ୟରେ ଘୋଡା ନାଚ ଓ ନୃତ୍ୟ ଗୀତ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ମାଷ୍ଟର ଆଦିତ୍ୟ ସାମନ୍ତରାୟ ଓ ସୁପ୍ରୟା ନନ୍ଦ ଏହାକୁ ପରିଚାଳନା କରିଥିଲେ, ଛତିଆ ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ର ସମସ୍ତ ସଭ୍ୟ ଙ୍କୁ ମଂଚାସୀନ କରାଯାଇଥିଲା, ମାଧବାନନ୍ଦ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ, ଉକ୍ତଳ ସର୍ବୋଦୟ ମଣ୍ଡଳ ରାଜ୍ୟ ସଭାପତି ବିଶିଷ୍ଟ ସ୍ତମ୍ଭକାର ମିହିର ପ୍ରତାପ ଦାଶ ସୃଷ୍ଟିଧର୍ମ ର ସଂସ୍ଥାପିକା କୁମାରୀ ଅପର୍ଣ୍ଣା ମା ଙ୍କୁ ଅଂଚଳ ଗୌରବ ରାଧାକୃଷ୍ଣ ବାସ୍ତ୍ରାଳୟ ମାଲିକ କପିଳ ପାଲ ଙ୍କୁ ଅଞ୍ଚଳ ସମ୍ମାନ ଓ ଦିପ୍ତୀରଂଜନ ରାଉଳ ଙ୍କୁ କଳା ଗୌରବ ସମ୍ମାନ ରେ ସମ୍ମାନିତ କଟାଯାଇଥିଲା, କମିଟି ର ସଭାପତି ପ୍ରତାପ ସାହୁ ସମ୍ପାଦକ ବାସୁଦେବ ସ୍ୱାଇଁ ଆବାହକ ବିପିନି ବିଶ୍ୱାଳ ଅମରେଶ ନନ୍ଦ ଶ୍ରୀନିବାସ ପାତ୍ର ଅମରେଶ ନନ୍ଦ ଅଜୟ ବିଶ୍ୱାଳ ସେନଟେରା ବିଶ୍ୱାଳ ଙ୍କ ସମେତ କମିଟି ର ସମସ୍ତ କର୍ମ କର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ,





