ପୁରୁଷୋତ୍ତମପୁର ବ୍ଲକ୍ ଷୋଳଘର ପଞ୍ଚାୟତ ରେ କିଶୋରୀ ମେଳା ,,,,


ପୁରୁଷୋତ୍ତମପୁର ବ୍ଳକ୍ 13,1 , ଷୋଳଘର ପଞ୍ଚାୟତ ଠାରେ କିଶୋରୀ ମେଳା 2023,24 ଓ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟିଯୋଜନା ବିଷୟରେ କାର୍ଯ୍ୟକର୍ମ ଆୟୋଜିତ ହୋଇଥିଲା ଏଥିରେ ଷୋଳଘର ପଞ୍ଚ୍ୟାୟତ ର ସମିତି ସଭ୍ୟ ପ୍ରୋମୋଦ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ ଦୀପ ପ୍ରୋଜୋଳୀତ କରିଥିଲେ ପୁରୁଷୋତ୍ତମପୁର ବ୍ଳକ୍ C,D,P,O ସବିତା ଚାଉ ପଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଅଙ୍ଗନ୍ବାଡି ସୂପର୍ବାଇଯର ପଦ୍ମାଦେବୀ ଅଙ୍ଗନ୍ବାଡି ଯାଞ୍ଚ୍ କମିଟି ସଭାପତି ଶ୍ୟାମ ସୁନ୍ଦର ମୁଦୁଲି ଓ ୱାଡ ମେମ୍ବର ଜଗମୋହନ ସାହୁ ସମେତ ସମସ୍ତ ଅଙ୍ଗନ୍ ବାଡିକର୍ମୀ ଏବଂ ଆସା କର୍ମୀ ଯୋଗଦେଇଥିଲେ ଏଥିରେ ସରକାର ଙ୍କର କିଶୋରୀ ମାନଙ୍କ ପାଇଁ ସମ୍ପୂର୍ଣ ପୃଷ୍ଟି ବିଷୟରେ C,D,P, O ବୁଝାଇ କହିଥିଲେ ପୋଷୋଣର ଅଭିବୃଦ୍ଧି ପାଇଁ ଓଡ଼ିଶାସରକାର ଏକ ପ୍ରୟାସ ବୋଲି ବୁଝାଇ କହିଥିଲେ କିଶୋରୀ ମାନେ କିପରିସଚେତନ ହେବେ ଓ ନିଜେ ସବଲମ୍ବି ହେବେ ସେବିଷୟରେ ସମିତି ସଭ୍ୟ ପ୍ରମୋଦ ଚନ୍ଦ୍ର ମହାନ୍ତି ବୁଝାଇଥିଲେ କିଶୋରୀ ମାନଙ୍କ ଦ୍ଵାରା ଗୀତ ନାଚ ଓ ଭିବିନ୍ନ ପ୍ରକାର ମନରଞ୍ଜନ କାର୍ଯ୍ୟ କ୍ରମ ହୋଇଥିଲା ଏଥିର କିଶୋରୀ ମାନଙ୍କୁ ଉସ୍ ଛା ହିତ କରିବାପାଇଁ ପ୍ରାଇଯି ମାନ ପାତ୍ର ଦୀୟାଯାଇଥିଲା,,,

ପୁରୁଷୋତ୍ତମପୁର ବ୍ଲକ ରୁ ଅଜିତ କୁମାର ପାଢ଼ୀ ଙ୍କ ରିପୋର୍ଟ୍ ସମର୍ଥ news




