Entertainment

ଉଦଜାପାନୀ ଉତ୍ସବରେ ଯୋଗଦେଲେ ସଂସଦ ମହେଶ ସାହୁ ରିପୋର୍ଟ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଗୋବିନ୍ଦପୁର ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ରେ ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା ର ଉଦଯାପନୀ ଉତ୍ସବରେ ଢେଙ୍କାନାଳର ସାଂସଦ ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଲେ ଦେଇଥିବା ବେଳେ ସନମାନୀତ ଅତିଥି ଭାବେ ଜିଲ୍ଲାପାଳ ମନୋରଞ୍ଜନ ମଲିକ. ପ୍ରଫେସର ଡ଼. କୁମର ବର ଦାସ. ଜିଲ୍ଲାପରିଷଦ ଅଧକ୍ଷ ଅର୍ଚନା ପୁହାଣ, ଦୌଡ ରାଣୀ ଦୂତୀ ଚାନ୍ଦ ସରପଞ୍ଚ ଅରୁଣ ପରିଡା, ଚନ୍ଦ୍ରଶେଖରପ୍ରସାଦର ସରପଞ୍ଚ ସନ୍ତୋଷ ମହାପାତ୍ରଙ୍କ ସହ ମଂଚାସୀନ ଥିଲେ l କାଲେଜର ଅଧକ୍ଷ ପ୍ରଭାତ ସାମଲ ସଭାପତିତ୍ୱ ରେ ସଭା ଅନୁଷ୍ଠିତ ହୋଇଥିଲା l ଏକ ମାସରୁ ଉର୍ଦ୍ଧ ହେବ ବିଭିନ୍ନ ପ୍ରକାର ଖେଳ, ବିଭିନ୍ନ ପ୍ରକାରର ସଚେତନଟା ଓ ଅନ୍ୟନ୍ୟ ପ୍ରତିଯୋଗିତା ହୋଇଥିଲା ଏଥିରେ କୃତୀ ପ୍ରତିଯୋଗିତା ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ଶେଷରେ କଲେଜର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗରଙ୍ଗ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button