Politics

ଛତିଆ ବଟ ପ୍ରଭାତ ଶାଖା ତରଫରୁ ଶାଖା ପ୍ରମୁଖ ସର୍ବେଶ୍ଵର ଶେଣ୍ଡ ଙ୍କ କର କମଳରେ ଶୁଭାରମ୍ଭ

ଛତିଆ ବଟ ପ୍ରଭାତ ଶାଖା ତରଫରୁ ଶାଖା ପ୍ରମୁଖ ସର୍ବେଶ୍ଵର ଶେଣ୍ଡ ଙ୍କ କର କମଳରେ ଶୁଭାରମ୍ଭ ହୋଇ ଗ୍ରାମ ପରିକ୍ରମା କରା ଯାଇଥିଲା ।
ଆସନ୍ତା କାଲି ନେଳିଆ ଗ୍ରାମ ପରିକ୍ରମା କରାଯିବ ସହ ଏହି କାର୍ଯ୍ୟକ୍ରମ ଜାନୁଆରୀ ୨୦ ପର୍ଯ୍ୟନ୍ତ ପ୍ରାୟ ଆଖ ପାଖ ଗ୍ରାମ ପରିକ୍ରମା କରାଯିବ । ପ୍ରତ୍ୟେକ ଦିନ ସକାଳ ୭ ରୁ ୯ ଟା ପଯ୍ୟନ୍ତ। ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button