Entertainment
ନିଆରା ଢଙ୍ଗରେ ନୂଆବର୍ଷ ପାଳନ l

ହରଭଙ୍ଗା -ଦୀର୍ଘ ୨୪ ବର୍ଷ ହେଲା ନିଆରା ଢଙ୍ଗରେ ନୂଆବର୍ଷ ପାଳନ କରନ୍ତି ମଳିକପଡ଼ା ଗ୍ରାମବାସୀ ।ସ୍ବର୍ଗତ ଲଛମନ ଭୋକ୍ତା ଙ୍କ ପ୍ରେରଣା ରେ ସକାଳେ ଭେଜୀଗୋରା ପେଟ।ସ୍ୱର୍ ମନ୍ଦିର ରୁ ସଙ୍କୀର୍ତ୍ତନ ଆରମ୍ଭ କରି ୭ଖଣ୍ଡ ଗ୍ରାମ ରେ କୀର୍ତ୍ତନ କରି ଶେଷରେ ମାଳିକପଡା ଗ୍ରାମରେ ଅବାଲ ବୃଦ୍ଧ ସମସ୍ତେ ଏକତ୍ର ପ୍ରସାଦ ସେବନ କରିଥାନ୍ତି ।ନୂଆବର୍ଷରେ କେହିହେଲେ ଆମିଷ ଭକ୍ଷଣ କରନ୍ତି ନାହିଁ l ରିପୋର୍ଟ, ଚିତ୍ତରଞ୍ଜନ ସିଂହ, ହରଭଙ୍ଗା





