ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠାଦିବସ ଉପଲକ୍ଷେ କଣ୍ଟାପଡ଼ା ବ୍ଳକ ବିଜୁ ଜନତା ଦଳ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ।


କଣ୍ଟାପଡ଼ା ବ୍ଳକ ବିଜୁ ଜନତା ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଜୀବନବିନ୍ଦୁ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ସ୍ଵେଛାକୃତ ରକ୍ତ ଦାନ ଶିବିର କଣ୍ଟାପଡ଼ା ବ୍ଳକ ବିଜୁ ଜନତା ଦଳ ତରଫରୁ ଅଡଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ତ-୨୭_୧୨- ୨୦୨ ୩ରିଖ ମଙ୍ଗଳବାର ସକାଳ ୮ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା।ଏହି ସ୍ଵେଛାକୃତ ରକ୍ତ ଦାନ ଶିବିରରେ ୧୮୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏଥିରେ ମାନ୍ୟବର ବିଧାୟକ ନିଆଳି ତଥା କଟକ ଜିଲ୍ଲା ଯୋଯନା ବୋର୍ଡ ଅଧକ୍ଷ — ପ୍ରଫେସର ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ମହୋଦୟ କଂ ସହ କଣ୍ଟାପଡ଼ା ବ୍ଳକ ବିଜୁ ଜନତା ଦଳ ସଭାପତି ୮ନଂଜୋନ ଜିଲ୍ଲାପରିଷଦ – ପିୟୁଷରଞ୍ଜନ ମିଶ୍ର କଣ୍ଟାପଡ଼ା ବ୍ଳକ ପୂର୍ବତନ ଅଧକ୍ଷ -ପ୍ରତିପ୍ତ ମୋହନକାନୁନଗୋ କଣ୍ଟାପଡ଼ା ବ୍ଳକ ୯ନଂଜୋନ ଜିଲ୍ଲାପରିଷଦ -କ୍ରିଷ୍ଣାରାଣୀ ବେହେରା । କଣ୍ଟାପଡବ୍ଳକ ଆତ୍ମା ଅଧକ୍ଷ – ନକୁଳ ରାଉତ ବ୍ଳକଯୁବ ବିଜେଡି ସଭାପତି ତଥା ସାଂସଦଙ୍କ ପ୍ରତିନିଧି-ବିମାନ ବିହାରୀ ବେହେରା । କଣ୍ଟାପଡ଼ା ବ୍ଳକ ବିଜେଡି ଡିଜିଟାଲ ସମ୍ପାଦକ -ପ୍ରିତମ ମହାପାତ୍ର କଣ୍ଟାପଡ଼ା ବ୍ଳକ ସରପଞ୍ଚ ସଂଘ ସଭାପତି ତଥା ବ୍ରାହ୍ମଣବାଟୀସରପଞ୍ଚ -ସଞ୍ଚୟରାଉତରାୟ ବ୍ଳକ ମିଶି ନଶକ୍ତି ସଭାନେତ୍ରୀ-ଶାରଳା ସାମନ୍ତରାୟ ବ୍ଳକମିଶନ ଶକ୍ତି ସଂମ୍ପାଦିକା -ବିଷ୍ଣୁପ୍ରିୟା ପାତ୍ର, ବ୍ରାହ୍ମଣ ସାଇଲ ସରପଞ୍ଚ -ତୃପ୍ତିମୟୀ ରାଉତ ନୂଆଗାଁ ସରପଞ୍ଚ -ସୁପ୍ରିୟା ଭୋଇ, ଅଡଶପୁର ସରପଞ୍ଚ -ସୁବ୍ରତ ଦାସ ଉତ୍ତାରଣ ସରପଞ୍ଚ -ହେମନ୍ତ ମଲ୍ଲିକ, ଝାରପଡା ସରପଞ୍ଚ -ଇତିଶ୍ରୀ ବେହେରା । ଗୋବିନ୍ଦପୁରସରପଞ୍ଚ -ସୁମିତ୍ରା କରପାଟସୁନ୍ଦପୁର ସରପଞ୍ଚ -ମାନୁଶ୍ରୀ ମଲ୍ଲିକ ପୋସ୍ତଳସରପଞ୍ଚ -ସସ୍ମିତାଶାସନୀ ବ୍ରାହ୍ମଣସାଇଲ ସମିତି ସଭ୍ୟ – ପ୍ରଶାନ୍ତ ପାଢୀ ଗୋବିନ୍ଦପୁର ସମିତି ସଭ୍ୟା – ସନ୍ଧ୍ୟାରାଣୀ ଦାସ ଝାରପଡ।ସମିତି ସଭ୍ୟ ଜଗନ୍ନାଥ ସାହୁ-ପୋସ୍ତଳ ସମିତି ସଭ୍ୟା – ସୁମିତ୍ରା ରାଉତଙ୍କ ସହ କଣ୍ଟାପଡା ବିଜୁ ଜନତା ଦଳର ସମସ୍ତ ନେତ୍ର ମଣ୍ଡଳୀ ପଞ୍ଚାୟତ ସଭାପତି,ଯୁବଛାତ୍ର, ମହିଳା ବରିଷ୍ଠ ଓ ବିଜୁପ୍ରେମୀମାନେ ଉପସ୍ଥିତ ଥିଲେ। ଏଠାରେ ରକ୍ତ ଦାନ କରିଥିବା ବିଜୁ ଜନତା ଦଳର କର୍ମୀ ଏବଂ ରକ୍ତଦାତାମାନଙ୍କୁ ମାନ୍ୟବର ବିଧାୟକ ଧନ୍ୟବାଦ ଜଣାଇଛନ୍ତି।କଣ୍ଟାପଡ଼ାରୁ ପୁଷ୍ପଲତା ଦୀକ୍ଷିତ କଂରିପୋର୍ଟ ସମର୍ଥ ନିୟୁଜ-ଓଡ଼ିଶା




