Politics
ଅଯୋଧ୍ୟା ରୁ ଆସିଲା ଅକ୍ଷତ ଚାଉଳ ଓ ନିମନ୍ତ୍ରଣ


ହରଭଙ୍ଗା 27/12( ) ସାରା ଦେଶ ବାସୀ ଙ୍କ ସହଯୋଗ ରାଶି ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ଶେଷ ହେବାକୁ ଯାଉଛି l ଏନେଇ ଜାନୁୟାରୀ 22ତାରିଖ ରେ ଭଵ୍ୟ ମନ୍ଦିରଶୁଭଉଦ୍ଘାଟନ ହେବାକୁ ଥିବା ବେଳେ ଅଯୋଧ୍ୟା ରୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ ପତ୍ର, ଅକ୍ଷତ ଚାଉଳ ଓ ପ୍ରଭୁ ଶ୍ରୀରାମ ଙ୍କ ଫୋଟ ପ୍ରଥମେ ପିତାମ୍ବରପୁର ଶ୍ରୀରାମ ମନ୍ଦିର କୁ ଆସିସରିଛି l ଏସବୁ ବଣ୍ଟନ କାର୍ଯ୍ୟକ୍ରମ ଟି ସମସ୍ତ ଗ୍ରାମ ପଞ୍ଚାୟତ ପ୍ରତିନିଧି ଙ୍କ ଦାୟିତ୍ୱ ରେ ଜାନୁୟାରୀ 1ରୁ ଆରମ୍ଭ ହୋଇ ଜାନୁୟାରୀ 15 ପର୍ଯ୍ୟନ୍ତ ବଣ୍ଟନ କାର୍ଯ୍ୟକ୍ରମ ଚାଲିବ ସେନେଇ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ପିତାମ୍ବରପୁର ଗ୍ରାମ ରେ ବିଶ୍ୱ ହିନ୍ଦୁ ପରିଷଦ ର ସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର ଙ୍କ ନେତୃତ୍ୱ ରେ ଗ୍ରାମବାସୀ ଙ୍କୁ ମାର୍ଗ ଦର୍ଶନ କରିଥିଲେ l ହରଭଙ୍ଗା ରୁ ଚିତ୍ତ ରଞ୍ଜନ ସିଂ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




