Entertainment

ହରଭଙ୍ଗା ମହୋତ୍ସବ ରେ ମଧୁର ସଙ୍ଗୀତ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ

ହରଭଙ୍ଗା ମହୋତ୍ସବ ରେ ମଧୁର ସଙ୍ଗୀତ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ

ବୌଦ୍ଧ:୨୯.୦୧.୨୦୨୩

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମହକୁମାରେ ହରଭଙ୍ଗ। ମହୋତ୍ସବ  କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯକ୍ରମ ରେ ବୌଦ୍ଧ ଜିଲ୍ଲା ର ମଧୁର ସଙ୍ଗୀତ ମେଲୋଡି ଦଳ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ। ମେଲୋଡି ଦଳ ର ମୁଖ୍ୟ ସୁଜ୍ଞାନ ବାଗ ଙ୍କ ତତ୍ତ୍ଵାବଧାନରେ ସଙ୍ଗୀତ ପରିବେଷଣ ରେ ଉପସ୍ଥିତ ସଙ୍ଗୀତ ପ୍ରେମୀ ମାନେ ଉଚ୍ଚ ପ୍ରଶଂସା କରିଥିଲେ।

ବୌଦ୍ଧ ରୁ ସମର୍ଥ  ନୀୟୂଜ୍

Related Articles

Back to top button