Politics

ନୂତନଭୋଟ ପଞ୍ଜିକରଣ କାର୍ଯ୍ୟକ୍ରମ

କଣ୍ଟାପଡ଼ା ବ୍ଳକର ଅଡଶପୁର ଉଦୟନାଥ କଲେଜ ସାମ୍ନାରେ ବିଜେପି ପକ୍ଷରୁ ନୂତନଭୋଟ ପଞ୍ଜିକରଣ କାର୍ଯ୍ୟକ୍ରମ ଶେଷ ହୋଇଛି । ଆଜି ତା9-12-2023 ରିଖ ଥିଲା ନୂତନଭୋଟ ପଞ୍ଜିକରଣର ଶେଷ ତାରିଖ।ଏଠାରେ ବିଜେପି ପକ୍ଷରୁ କଲେଜ ଛାତ୍ର, ଛାତ୍ରୀମାନଙ୍କ ନୂତନଭୋଟରମାନଙ୍କ ନାମ ପଞ୍ଜିକରଣ କରାଯାଇଥିଲା । ଏଥିରେ100ରୁ ଉର୍ଦ୍ଧନୂତନ ଛାତ୍ର, ଛାତ୍ରୀମାନେ ନାମ ପଞ୍ଜିକରଣ କରିଥିଲେ । ବିଜେପି ପକ୍ଷରୁ ଯୁବନେତାମାନେ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିଥିଲେ। କଟକ ଜିଲ୍ଲା ସାଧାରଣ ସମ୍ପାଦକ – ବିଶ୍ଵମ୍ଭର ଜେନା, ରାଜ୍ୟ ସହ ସଂଯୋଜକ-ଜିତେନ୍ଦ୍ର ସ୍ଵାଇଁ, ସାଧାରଣ ସମ୍ପାଦକ -ଆନନ୍ଦ ବେହେରା । ଯୁବମୋର୍ଚା-ବିଶ୍ଵଜିତ ସ୍ଵାଇଁ, ଜଗନ୍ନାଥ ବିଶ୍ଵାଳ, ସଞ୍ଚୟ ନାୟକ, ଅଭିଜିତ ମହାପାତ୍ର, ରୁଦ୍ରପ୍ରତାପ ଜେନା, ପ୍ରଶାନ୍ତ ପ୍ରଧାନ ଏବଂ ମିଥୁନ ପ୍ରଧାନ, ଏମାନଙ୍କ ତତ୍ତ୍ଵ ବିଧାନରେ କାର୍ଯ୍ୟକ୍ରମଟିକରାଯାଇଥିଲା। କଣ୍ଟାପଡ଼ାରୁ ପୁଷ୍ପଲତା ଦୀକ୍ଷିତ୍ ଙ୍କରି ପୋର୍ଟ ସମର୍ଥ ନିୟୁଜ୍‌, ଓଡିଶା

Related Articles

Back to top button