Politics

ଦୁର୍ନୀତି ର ପେଡି ଖୋଲି ଦେଲେ (ପି ଡି ଏସ ଚାଉଳ) ତିନି ମାସର ଚଞ୍ଚକତା :ଶୋଭାଗ୍ୟ ପରିଡ଼ା

– କେନ୍ଦ୍ରାପଡ଼ା ଜିଲ୍ଲା ର ଚର୍ଚ୍ଚିତ ରେ ସବୁ ବେଳେ ମହାକାଳପଡା ଥାଏ ତେବେ ଏହି ନିର୍ବାଚନ ମଣ୍ଡଳୀ ର କରଞ୍ଜ ଗ୍ରାମପଞ୍ଚାୟତ ରେ ହୋଇଥିବା ତିନି ମାସର ରାସନ ଚାଉଳ ହରି ଲୁଟୁ ର ପରଦା ଫାସ କରିବା ସହିତ ଏକ ଜନ ଜାଗରଣ ପଦଯାତ୍ରା କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ଗରିବ ହିତାଧିକାରୀ ସୋତ,ପ୍ରତ ଭାବେ ସୋଭାଗ୍ୟ ପରିଡ଼ା ଙ୍କୁ ସମର୍ଥନ ଜଣାଇଥିଲେ l ସୋଭାଗ୍ୟ ପରିଡ଼ା ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଗରିବ ଲୋକଙ୍କ ସମସ୍ୟା କୁ ନେଇ ଲଢେଇ ଜାରି ରଖିବେ l ବୋଲି ଭରସା ଦେଇଛନ୍ତି,! ସେପଟେ ଖୋଦ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ର ଦୃଶ୍ୟ l ଶାସକ ଦଳର ନେତା ଓ ଡ଼ିଲ ର ଙ୍କ ମଧୁ ଚନ୍ଦ୍ରିକା ରେ ଗରିବ ଲୋକଙ୍କ ଚାଉଳ ହରିଲୁଟୁ ଚାଲିଛି କରଞ୍ଜ ଗ୍ରାମ ପଞ୍ଚାୟତ ରେ l ମହାକାଳପଡା ନିର୍ବାଚନ ମଣ୍ଡଳୀ କୁ ଗ୍ରହଣ ଲାଗିଛି ବୋଲି ସୋଭାଗ୍ୟ ତାଙ୍କ ପତିକ୍ରୀୟା ରେ ଗଣମାଧ୍ୟମ ପ୍ରତିନିଧି ଙ୍କ କ୍ୟାମେରା ସମ୍ମୁଖରେ କହିଛନ୍ତି, କି ଏକ ଯଜ୍ଞ କରି ଏ ଗ୍ରହଣ ଛଡ଼ା ହେବା ବୋଲି କହିଛନ୍ତି l

*କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*

Related Articles

Back to top button