Entertainment

ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ଚତୁର୍ଥ ବାର୍ଷିକ ଉତ୍ସବ ଓ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ ।

ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ଚତୁର୍ଥ ବାର୍ଷିକ ଉତ୍ସବ ଓ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ ।ସାମାଜିକ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ଚତୁର୍ଥ ବାର୍ଷିକ ଉତ୍ସବ ଓ ବିଶ୍ୱ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ ଛତିଆ ସ୍ଥିତ ଅମରାବତୀ ମଠ କଲ୍ୟାଣୀ ମଣ୍ଡପରେ ପାଳିତ ହୋଇ ଯାଇଛି ଏହି ଅବସରରେ ପ୍ରଥମେ ଦିବ୍ୟାଙ୍ଗ ଲୋକଙ୍କୁ ସମ୍ମାନ ଜଣାଇ ୧୨ ଜଣ ଦିବ୍ୟାଙ୍ଗ ଲୋକଙ୍କୁ ମାନପତ୍ର ଉତ୍ତରୀୟ ଉପହାର ପ୍ରଦାନ କରାଯାଇ ଥିଲା ଓ ପରେ ସାମାଜିକ ସଂଗଠନ ୫୦ଜଣଙ୍କୁ ଓ ସମାଜସେବୀ ୭୦ଜଣଙ୍କୁ ଓ ଅତିଥି ୧୦ଜଣଙ୍କୁ ସମ୍ମାନ ଜଣାଇ ଉତ୍ତରୀୟ,ପୁଷ୍ପଗୁଚ୍ଛ,ମାନପତ୍ର,ଉପହାର ପ୍ରଦାନ କରାଯାଇ ଥିଲା,ବାର୍ଷିକ ଉତ୍ସବରେ ୧୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ସମ୍ମାନିତ କରା ଯାଇଛି ମୁଖ୍ୟ ଅତିଥି ଭାବେ ଡାକ୍ତର ରାମ ଚନ୍ଦାନୀସମ୍ମାନୀୟ ଅତିଥି ମୀନା ସାହୁ କର୍ପୋରେଟର,ବିଶିଷ୍ଟ ସମାଜସେବୀ,ବାରେଣ୍ୟ ଅତିଥ

ଦିଲ୍ଲୀପ କୁମାର ଛତାର ବିଶିଷ୍ଟ ସମାଜସେବୀ ମୁଖ୍ୟ ବକ୍ତା ପ୍ରଶାନ୍ତ କୁମାର ବେହେରା ବିଶିଷ୍ଟ ସମାଜସେବୀ,ଅତିଥି ଡାକ୍ତର ଅଶ୍ୱିନୀ କୁମାର ଲେଙ୍କା ବିଶିଷ୍ଟ ସମାଜସେବୀ,ଅତିଥି ମଧୁମିତା ରାୟଚୌଧୁରୀ ବିଶିଷ୍ଟ ସମାଜସେବୀ ଟ୍ରଷ୍ଟର ସଭାପତି ମଙ୍ଗୁ ସାହୁ ସମାଜସେବୀ,ସମ୍ପାଦିକା ପ୍ରମିଳା ସିଂହ କୋଷାଧ୍ୟକ୍ଷ ସୁମିତ୍ରା ସାହୁ ସମାଜସେବୀ ସମାଜସେବୀ,ସହ ସମ୍ପାଦକ ଦୀପକ ନାୟକ ଉପସଭାପତି ଶ୍ରୀମତୀ ପ୍ରିୟଙ୍କା ବିଶ୍ୱାଳ,ସଦସ୍ୟ ଜ୍ଞାନ ରଞ୍ଜନ ବିଶ୍ୱାଳ, ପ୍ରୀତି ରଞ୍ଜନ ସାହୁ,ଉପସ୍ଥିତ ଥିଲେ,

ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news

Related Articles

Back to top button