Politics
ଢେଙ୍କାନାଳ ଜିଲ୍ଲା କଂଗ୍ରେସର ସାମ୍ୱାଦିକ ସମ୍ମିଳନୀ


ପୂରୀ ଶ୍ରୀକ୍ଷେତ୍ରର ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର’ର ଚାରି ଦ୍ବାରକୁ ଭକ୍ତଙ୍କ ଦର୍ଶନ ନିମନ୍ତେ ଅତିଶୀଘ୍ର ଖୋଲିବା,ରତ୍ନ ଭଣ୍ଡାର ଖୋଲିବା,ରତ୍ନ ଭଣ୍ଡାରରେ ଥିବା ରତ୍ନର ଗଣତି,ମଣତି ତା’ସହିତ ରତ୍ନ ଭଣ୍ଡାରର ମରାମତି,ବେଦାନ୍ତ ଦ୍ବାରା ଅଧିଗ୍ରହଣ କରାଯାଇଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅମୃତ ମଣୋହି ଜମିକୁ ଚାଷିଙ୍କୁ ତୁରନ୍ତ ଫେରସ୍ତ କରିବା ଇତ୍ୟାଦି ଛଅ ଗୋଟି ଦାବି ଓ ଢେଙ୍କାନାଳ ମୁନିସିପାଲିଟିର ଅବ୍ୟସ୍ଥାକୁ ନେଇ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ଦ୍ଵାରା ଆଜି କଂଗ୍ରେସ ଭବନରେ ସାମ୍ୱାଦିକ ସମ୍ମିଳନୀ ଆନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




