Orisha

ପବିତ୍ର_ଅଁଳା_ନବମୀ ରାଧା_ପାଦ_ଦର୍ଶନ 

 

ମନ୍ଦିର ସ୍ଥାପତ୍ୟ ଦୃଷ୍ଟିରୁ ପ୍ରତ୍ନତତ୍ଵବିଦ ମାନେ ଏହି ମନ୍ଦିର କୁ ଦ୍ୱାଦଶ ଶତାବ୍ଦୀ ର ବୋଲି ମତ ଦେଇଥାନ୍ତି l ବିଦ୍ୟା ନଗର ର ବୃଦ୍ଧ ଓ ଯୁବକ ବ୍ରାହ୍ମଣ ଙ୍କ ଭିତରେ ବିବାଦ ର ସମାଧାନ କରିବାକୁ ବୃନ୍ଦାବନ ରୁ ଶ୍ରୀ ଗୋପାଳ ସାକ୍ଷୀ ଦେବାକୁ ଆସି ଏଠାରେ ସାକ୍ଷୀ ଗୋପାଳ ହିସାବରେ ସବୁଦିନ ପାଇଁ ରହିଗଲେ l

ଶ୍ରୀକୃଷ୍ଣ ଙ୍କ ଅଣ ନାତି ବଜ୍ରନାଭ ଦୁଇଟି ଗୋପାଳ ମୂର୍ତ୍ତି ବୃନ୍ଦାବନ ରେ ସ୍ଥାପନ କରିଥିଲେ l ଗୋଟିଏ ଏବେ ସେଠାରୁ ଆସି ସାକ୍ଷୀ ଗୋପାଳ ଠାରେ ଓ ଅନ୍ୟଟି ମଦନ ଗୋପାଳ ହିସାବରେ ଏବେ ମଧ୍ୟ ବୃନ୍ଦାବନ ଠାରେ ସେବିତ l

ବର୍ଷରେ ଏହି ଗୋଟିଏ ଦିନ ପାଇଁ ଦେବ ଦୁଲ୍ଲଭ ରାଧା ପାଦ ଦର୍ଶନ ର ସୁଯୋଗ ମିଳେ l ଆଜି ଠାରୁ କାର୍ତ୍ତିକ ରାଧା ଦାମୋଦର ସଂକ୍ଷିପ୍ତ ବ୍ରତ ସହିତ ସଂକ୍ଷିପ୍ତ ପଞ୍ଚୁକ ବ୍ରତ ମଧ୍ୟ ପାଳିତ ହୁଏ l

 

ବ୍ୟୁରୋ ରେପୋର୍ଟ ସମର୍ଥ ନିୟୁଜ୍

 

 

Related Articles

Back to top button