

-ଢେଙ୍କାନାଳ ଜିଲ୍ଲା ଏକ ହାତୀ ପ୍ରବଣ ଜିଲ୍ଲା l କେତେବେଳେ ହାତୀ ମୃତ୍ୟୁ ବରଣ ହଉଚି ଟ କେତେବେଳେ ହାତୀ ଆକ୍ରମଣରେ ଧନ ଜୀବନ କ୍ଷତି ହଉଚି ଢେଙ୍କାନାଳ ଜିଲ୍ଲାରେ l ବିଶେଷ କରି ହାତୀ ଓଡାପଡା ବ୍ଲକ ଓ ପରଂଜଗ ବ୍ଲକ ରେ ହାତୀ ରହୁଥିବାର ସୂଚନା ଅଛି l ଆଜି ପରଜଙ୍ଗ ବ୍ଲକର ଡମଳ ଅଞ୍ଚଳରୁ 33 ଟି ହାତୀ ବ୍ରହ୍ମଣୀ ନଦୀ ପାର ହୋଇ ଓ଼ଡାପଡା ବ୍ଲକର କମଳାଙ୍ଗା ଘାଟରେ ପାର ହଉଥିବାର ନଜର ଆସିଛି l ହାତୀ ପାର ହଉଥିବାରୁ ଓଡାପଡା ବ୍ଲକର ବିଭିନ୍ନ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି l ହାତୀ ଉପରେ ବନବିଭାଗ ନଜର ରଖିଛି l ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ



