Orisha

ଏ କିପ୍ରକାର ସମ୍ମାନ ସାଧିନତl ସଂଗ୍ରାମୀ ବାଉରୀବନ୍ଧୁ ମହାନ୍ତି ଙ୍କୁ l

ନା ପସନ୍ଦ ହେଲେନି ସ୍ଵାଧୀନତା ସଂଗ୍ରାମୀ ବାଉରୀବନ୍ଧୁ ମହାନ୍ତି l ନା ଡରିଗଲେ କି କିଛି ଘଟଣା ପାଇଁ l

 

 :-କେନ୍ଦ୍ରାପଡ଼ା ଜିଲ୍ଲା ର ମହାକାଳପଡା ବ୍ଲକ ଅନ୍ତର୍ଗତ ଅନ୍ଦୂଳି ଠାରେ ବାସନ୍ତୀ ମାହାନ୍ତି ଙ୍କ ନେତୃତ୍ୱରେ ଏ କ ସ୍ମୃତି ସଭା ଓ ପୁସ୍ତକ ଉନ୍ମୋଚନ ଉଛବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଓଡ଼ିଶା ସରକାର ଙ୍କ ଖାଦ୍ୟ ଯୋଗାଣ ଓ ସମବାୟ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ l କିନ୍ତୁ ଦୁଃଖ ଓ ପରିତାପର ବିଷୟ ସଭା ସ୍ଥାନ ଠାରୁ ମାତ୍ର 100 ମିଟର ଦୂରରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବାଉରୀବନ୍ଧୁ ମାହାନ୍ତି ଙ୍କ ପ୍ରତିମୃତି ଅବସ୍ଥିତ l ତେବେ ଦୁର୍ଭାଗ୍ୟ ର ବିଷୟ ଯାହା ପାଇଁ ଏ

ସଂମ୍ମାନ ସ୍ୱାଧୀନତା ସଂଗ୍ରାମୀ ବାଉରୀ ବନ୍ଧୁ ମହାନ୍ତି ଙ୍କୁ ନା ପସନ୍ଦ କଲେନି ସ୍ୱାଧୀନତା ସଂଗ୍ରାମୀ ବାଉରୀବନ୍ଧୁ ମହାନ୍ତି ଙ୍କୁ ନା କିଛି କାଳେ ଘଟି ଯିବ ବୋଲି ଡରି ଗଲେ କି ତେବେ କେଉଁ କାରଣ ପାଇଁ ସଭା ସ୍ଥଳରୁ ଜଣେ ହେଲେ ଅତିଥି ଙ୍କ ପକ୍ଷରୁ ତାଙ୍କୁ କେହି ଜଣେ ହେଲେବି ଗୋଟିଏ ଫୁଲମାଳ ବି ଦେଲେ ନାହିଁ , ସେପଟେ ତାଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ କରୁଛନ୍ତି ବ୍ଲକ ନେତାଙ୍କ ଠାରୁ ଆରମ୍ଭ କରି ରାଜ୍ୟ ମନ୍ତ୍ରୀ ପର୍ଯ୍ୟନ୍ତ l

ଏ କି ପ୍ରକାର ସମ୍ମାନ ଜଣେ ସ୍ଵାଧୀନତା ସଂଗ୍ରାମୀ ବାଉରୀବନ୍ଧୁ ମାହାନ୍ତି ଙ୍କ ପ୍ରତି ତାହା ଏବେ ସାଧାରଣ ରେ ଖୁବ ଚର୍ଚ୍ଚା ବଡ଼ ଧରଣରେ ଆଘାତ ସୃଷ୍ଟି ହୋଇଛି ବୋଲି ବିଭିନ୍ନ ମହଲ ରେ କଡା ସମାଲୋଚନା ହେଉଛି,

*କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*

Related Articles

Back to top button