Orisha

ନିଆଳି ବ୍ଲକ ସମ୍ମୁଖରେ ଧାରଣା,

-: ନିଆଳି ମିଶନ ଶକ୍ତି ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସଂପାଦିକା ଙ୍କ ମନମୁଖି କର୍ଯ୍ୟ ଓ ଅଶାଳିନ ମନ୍ତବ୍ୟ ପାଇଁ ସେମାନଙ୍କୁ ବାଦ୍ ଦେଇ ନୂତନ ସଭାନେତ୍ରୀ ଓ ସଂପାଦିକା ଚୟନ ଦାବିରେ ୧୫ ନଂ ୱାଡ଼ କୁଆଁରୀ ସାହିଁ ମହିଳା ସ୍ୱୟଂସହାୟିକାଗୋଷ୍ଠି ସମେତ ଏକାଧିକ ଗୋଷ୍ଠି ପକ୍ଷରୁ ନିଆଳି ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଛନ୍ତି । ଘଟଣା ସଂପର୍କରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ବିଡ଼ିଓ ନ ଶୁଣିବାରୁ ସମସ୍ୟା ର ସମାଧାନ ପାଇଁ ଧାରଣା ଦିଆଯାଇଥିବା କହିଛନ୍ତି ମହିଳା ।

କଟକ ଜିଲ୍ଲା ନିଆଳି ବ୍ଲକ ରୁ ସେକ ପାୟାଜ ଉଦ୍ଧିନ,ସମର୍ଥ ନିୟୁଜ, ।

Related Articles

Back to top button