Entertainment

ବୈରି ରେ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ।

ଚଳିତ ମାସ 12ତାରିଖ ଠାରୁ 15ତାରିଖ ପର୍ଯ୍ୟନ୍ତ 4ଦିନ ବ୍ୟାପି ବୈରୀ ଦୁର୍ଗା ମଣ୍ଡପ ଉପରେ ମା ଶ୍ୟାମାକାଳୀ ଙ୍କ ପୂଜା ଯଥା ଵିଧି ଅନୁଷ୍ଠିତ ହୋଇଯାଇଅଛି, ବିବେକା ନନ୍ଦ ମହାପାତ୍ର ଓ ତାଙ୍କ ପତ୍ନୀ ଲତା କର୍ତ୍ତା କର୍ତ୍ତୀ ଭାବରେ ଆହୁତି ପ୍ରଦାନ କରିଥିଲେ, ପଣ୍ଡିତ ମଣ୍ଡଳୀ ବେଦ ମନ୍ତ୍ର ପାଠ କରିଥିଲେ, ମା ଙ୍କ ପୀଠରେ 4ଦିନ ବ୍ୟାପି ଭଜନ ସମାରୋହ ଓ ନାମ ସଂକୀର୍ତନ ଲାଗିରହିଥିଲା, ଲଷ୍ମୀଧର ରାଉତ ପ୍ରଫୁଲ୍ଲ ନାୟକ ବଳରାମ ସାମଲ ଈଶ୍ୱର ନାୟକ ମନୋଜ ମହାରଣା ମାୟାଧର ବେହେରା ବ୍ରହ୍ମା ନନ୍ଦ ବରାଳ ସରୋଜ ସ୍ୱାଇଁ ଓ ବିଶ୍ୱ ଜିତ ମହାନ୍ତି ପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରିଥିଲେ,।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ 

Related Articles

Back to top button