Orisha

ବୁଧବାର ସକାଳେ ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ଅନୁଷ୍ଠିତ ହେବ ରକ୍ତଦାନ ଶିବିର ।

କଣ୍ଟାମାଳ, ତ୧୪/୧୧ (ପ୍ରଭାତ କୁମାର ସାହୁ)ବୁଧବାର ତା.୧୫/୧୧/୨୩ରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଘଣ୍ଟାପଡ଼ା ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ହେବ ରକ୍ତଦାନ ଶିବିର । ଛାତ୍ରଛାତ୍ରୀଙ୍କ ରକ୍ତଦାନ ଉପରେ ସଚେତନ କରିବା ଉଦ୍ଦେଶ୍ୟରେ ଡିଗ୍ରୀ କଲେଜରେ ଏପରି କାର୍ଯ୍ୟକ୍ରମ ରଖାଯାଇଥିବା ନେଇ ପ୍ରକାଶ କରିଛନ୍ତି ଅଧ୍ୟକ୍ଷ ଗିରିଧର ଦେହୁରୀ ।ଅଧ୍ୟକ୍ଷ ଶ୍ରୀଦେହରୀ ଆହୁରୀ ମଧ୍ୟ ସର୍ବସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ, ରକ୍ତ ବିନା ଯେମିତି କେହି ମରିପାରିବେ ନାହିଁ। ଏଣୁ ସମସ୍ତେ ଆସି ରକ୍ତଦାନ କରନ୍ତୁ ଓ ଜୀବନ ବଞ୍ଚାନ୍ତୁ ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button