Politics

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସତସଙ୍ଗ ଛକ ଠାରେ ମାନ୍ୟବର ବିଧାୟକ ମହୀଧର ରଣା ଙ୍କ କରକମଳରେ ଉନ୍ମୋଚନ

 

ବୌଦ୍ଧ ଜିଲ୍ଲା, କଣ୍ଟାମାଲ ବ୍ଲକ ଅନ୍ତର୍ଗତ କଣ୍ଟାମାଲ ଠାରେ ପ୍ରବାଦ ପୁରୁଷ ଓଡ଼ିଶାର ଜନନାୟକ ସ୍ୱର୍ଗତ ବିଜୁ ପଟନାୟକ ଙ୍କ 107 ତମ ଜନ୍ମ ଜୟନ୍ତୀ ଉତ୍ସବ ଆଜି କଣ୍ଟାମାଳ ଠାରେ ଅନୁଷ୍ଠିତ ହୋଇଥିଲା ଏବଂ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ସତସଙ୍ଗ ଛକ ଠାରେ ମାନ୍ୟବର ବିଧାୟକ ମହୀଧର ରଣା ଙ୍କ କର କମଳ ରେ ଉନ୍ମୋଚନ ହୋଇଥିଲା | ଜିଲ୍ଲାଉପଧ୍ୟକ୍ଷ ଶଙ୍ଖସନ ପ୍ରଧାନ, ବ୍ଲକଅଧ୍ୟକ୍ଷା ସସ୍ମିତା ସେନାପତି, ବ୍ଲକଉପଧ୍ୟକ୍ଷ ମହେନ୍ଦ୍ର ରାଣ ଏବଂ ବହୁ ସଂଖ୍ୟା ରେ ବିଜେଡି ନେତା ନେତ୍ରୀ ମାନେ ଉପଠିତ ଥିଲେ | କଣ୍ଟାମାଲ ରୁ ତରଣୀସେନ ଦଳବେହେରା ସମର୍ଥ news

Related Articles

Back to top button