ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଙ୍କ 41ତମ ଶୁଭ ଜନ୍ମ ବାର୍ଷିକ ଉତ୍ସବ ପାଳନ


କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ର କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତି ଙ୍କ ସୁ ଚରିତ୍ର ଓ ରାଜ ନୈତିକ ଯୁବ ପ୍ରତିଭାବାନ ଗୁଣ ସହିତ ସଦା ସର୍ବଦା ଲୋକ ମାନଙ୍କ ମଧ୍ୟରେ ଉଜୀବିତ ରହି ଥିବାରୁ ଆଜି ରାଜନଗର କଂଗ୍ରେସ କମିଟି ଓ ଦଳର ବ୍ଲକ ସଭାପତି ଦେବେନ୍ଦ୍ର କୁମାର ଜେନା ଙ୍କ ଅନୁରୋଧ କ୍ରମେ ଜନପ୍ରିୟ ଯୁବ ନେତା ଙ୍କର 41ତମ ଜନ୍ମଦିନ କୁ ରାଜନଗର ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ଠାରେ ବ୍ଲକ ର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ଦଳୀୟ ନେତା, ଦଳର ବହୁ ପୁରୁଖା ମୁରବୀ ମାନଙ୍କ ସହିତ ଛାମୁଆ କର୍ମକର୍ତ୍ତା ଓ ଯୁବ ନେତା ଏବଂ ଛାତ୍ର ନେତା ମାନେ ଉକ୍ତ ହାପି ବାର୍ଥଡେ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ,ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତି ଙ୍କ ଜନ୍ମଦିନ ରେ ତାଙ୍କର ଜୀବନ ର ଚଲା ପଥ ଦୀର୍ଘାୟୁ ହେଉ ବୋଲି ବ୍ଲକ ବରିଷ୍ଠ ନେତା ଶ୍ରୀ ସନ୍ତୋଷ କୁମାର ମହାନ୍ତି ଜଗତ ର ନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରି ଜଣାଇଛନ୍ତି, ତେବେ ଆଜିର କାର୍ଯ୍ୟକ୍ରମ ରେ ସାମିଲି ହୋଇଥିଲେ ପୂର୍ବତନ ସରପଞ୍ଚ ଓସ୍ତିଆ କେଦାରନାଥ ସାହୁ, ପୂର୍ବତନ ଓସ୍ତିଆ ସଭ୍ୟ ତଥା ରାଜନଗର ବ୍ଲକ ଆତ୍ମ କମିଟି ଚେୟାରମ୍ୟାନ ଶ୍ରୀ ପାରେଶ୍ବର ନାୟକ, କେରଡ଼ା ଗଡ଼ ପଂଚାୟତ ସଭ୍ୟ ଅମର କୁମାର ସୂତାର, ଚାନ୍ଦି ବାଉଁଶମୂଳ ସରପଞ୍ଚ ମୋହନ କୁମାର ଦାସ, ଯୁବ ନେତା ସହଦେଵ ସାହୁ, ରବୀନ୍ଦ୍ର କୁମାର ପଡିହାରୀ, ଅନନ୍ତ ପ୍ରସାଦ ସେଠୀ, ଚନ୍ଦନ କୁମାର ପଣ୍ଡା, ପ୍ରଫୁଲ କୁମାର ରାଉତ,ଅଶୋକ କୁମାର ବଳ, ରବୀନ୍ଦ୍ର କୁମାର ରାଉତ, ଦାମୋଦର ବିଶ୍ୱାଳ, ରଞ୍ଜନ ରାଉତ,ଡେରା ପଂଚାୟତ ପୂର୍ବତନ ସଭ୍ୟ ଶୁକ ଦେବ ଭଦ୍ର, ରାଜନଗର ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷ ମାଗୁଣି ଚରଣ ଲେଙ୍କା, ବ୍ଲକ ଯୁବ ସଭାପତି ସତ୍ୟବ୍ରତ ପାଣି, କିରଣ ମହାନ୍ତି, କୁରୁଣ୍ଟି ପଂଚାୟତ ସଭ୍ୟ ପ୍ରତନିଧି ସୁକାନ୍ତ କୁମାର ଦାସ, ମହୁଲିଆ ପଂଚାୟତ ପୂର୍ବତନ ସଭ୍ୟ ପ୍ରଶାନ୍ତ କୁମାର ଜେନା, ମାନସ କୁମାର ସେଠୀ, ମହେଶ୍ୱର ନାୟକ ପ୍ରମୁଖ ଯୋଗଦାନ କରି ନେତାଙ୍କ ଜନ୍ମଦିନ କୁ ବାଜ ଓ ବାଣ ଫୁଟାଇବା ସହ ବିଭିନ୍ନ ଲୋକଙ୍କୁ ମିଷ୍ଟାନ ବଣ୍ଟନ କରି ଉତ୍ସବ ମୁଖର କରିଥିଲେ,!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ ସମର୍ଥ ନିୟୁଜ




