ସୁବର୍ଣ୍ଣପୁର ଜିଲ୍ଲା ରେ ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପ ର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ହୋଇଯାଇଛି


– ସୁବର୍ଣ୍ଣପୁର ଜିଲ୍ଲା ରେସୁବର୍ଣ୍ଣପୁର ଜିଲ୍ଲା ରେ ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପ ର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ହୋଇଯାଇଛି ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପ ର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ରେ ଏହି ପ୍ରକଳ୍ପ ଦ୍ୱାରା ୫୪ କୋଟି ୫0ଲକ୍ଷ ଟଙ୍କା ବିନିଯୋଗ ହେବବୋଲି ଜଣାଯାଇଛି l ଉକ୍ତ ପ୍ରକଳ୍ପ ଦ୍ୱାରା ମଠ, ମନ୍ଦିର, ମସଜିଦ, ଖେଳ ପଡିଆ ର ଉନ୍ନତି କରଣ କାର୍ଯ୍ୟ ତୋରାନ୍ୱିତ ହେବ l ଉକ୍ତ କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଠାରେ ଓଡିଶା ର ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଓ ବୀରମହାରାଜପୁର ଠାରେ ବିଧାୟକ ପଦ୍ମନାଭ ବେହେରା ଯୋଗଦେଇଥିବାବେଳେ ଉଭୟ ଜିଲ୍ଲାର ଦୁଇଟି ସୋନପୁର ଓ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ରେ ରେ ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପ ର ଶୁଭାରମ୍ଭ କରିଥିଲେ l ସେ ଏଥିପାଇଁ ଜନସାଧାରଣ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହାର ସୁରକ୍ଷା ଆପଣ ମାନଙ୍କର ବୋଲି ପ୍ରକାଶ କରିଥିଲେ lଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ କୁ ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ ସଂଯୋଜନା କରିଥିବାବେଳେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ lସୁବର୍ଣ୍ଣପୁର ଜିଲ୍ଲା ରେ ଉକ୍ତ ପ୍ରକଳ୍ପ ଦ୍ୱାରା ୫୪ କୋଟି ୫0ଲକ୍ଷ ଟଙ୍କା ବିନିଯୋଗ ହେବବୋଲି ଜଣାଯାଇଛି l ଉକ୍ତ ପ୍ରକଳ୍ପ ଦ୍ୱାରା ମଠ, ମନ୍ଦିର, ମସଜିଦ, ଖେଳ ପଡିଆ ର ଉନ୍ନତି କରଣ କାର୍ଯ୍ୟ ତୋରାନ୍ୱିତ ହେବ l ବୀରମହାରାଜପୁର ବ୍ଲକରେ ୭ କୋଟି ୫0 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି l ଏତତ ବ୍ୟତୀତ ବୀରମହାରାଜପୁର ମହାବିଦ୍ୟାଳୟ +୨ କଲେଜ ପାଇଁ ୫0 ଲକ୍ଷ ଏବଂ ଡିଗ୍ରୀ କଲେଜ ପାଇଁ ୫0 ଲକ୍ଷ ଟଙ୍କା ର ସ୍ୱତନ୍ତ୍ର ଅନୁଦାନ, ମହାନଦୀ ରେ ଦୁଇ ଦୁଇଟି ବ୍ୟାରେଜ ପାଇଁ ୧୯୫0 କୋଟି ଟଙ୍କା ଖଇରମାଲ ବ୍ୟରେଜ ଓ ଗୋଧନେଶ୍ଵର ବ୍ୟରେଜ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅର୍ଥ ର ବ୍ୟବସ୍ଥା କରାଯାଇଛି l ପାତାଳି ଶ୍ରୀକ୍ଷେତ୍ର ପାଇଁ ଡି.ପି.ଆର ପ୍ରସ୍ତୁତି କରାଯାଇ ଅଛି। ସୁବର୍ଣ୍ଣପୁର ରୁ ରଞ୍ଜନ କୁମାର ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନିଉଜ।




