Entertainment
ବେଗୁନିଆ ପଡ଼ା ବ୍ଲକ୍ କୁମାରୀ ପାରି ଗାଁ ରେ ଦୂର୍ଗା ପୂଜା କମିଟି ଓ ଗ୍ରାମ ବାସୀ ଙ୍କ ସମୂହ ଉଦ୍ୟମରେ ଆୟୋଜିତ ଏବଂ ପରିବେଷିତ ନାଟକ ଉଦ୍ ଘାଟନ


ବେଗୁନିଆ ପଡ଼ା ବ୍ଲକ୍ କୁମାରୀ ପାରି ଗାଁ ରେ ଦୂର୍ଗା ପୂଜା କମିଟି ଓ ଗ୍ରାମ ବାସୀ ଙ୍କ ସମୂହ ଉଦ୍ୟମରେ ଆୟୋଜିତ ଏବଂ ପରିବେଷିତ ନାଟକ ଉଦ୍ ଘାଟନ ଅବସରରେ ମୂଖ୍ୟ ଅତିଥି ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ମୂଖ୍ୟ ବକ୍ତା ଶ୍ରୀ ମହେଶ୍ୱର ବରଡ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଙ୍କ ସମେତ ବହୁ ସରପଞ୍ଚ ସମିତି ସଭ୍ୟ ସମାଜ ସେବୀ ନେତୃମଣ୍ଡଳୀ ତଥା ନାଟକ ପ୍ରେମୀ ଜନ ସାଧାରଣଙ୍କଗହଣରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ନରସିଂହ ପଣ୍ଡା ଙ୍କ ଉଦ୍ ବୋଧନ। ବେଗୁନିଆ ପଡ଼ା ରୁ ସମୟ ରଣା ଙ୍କ ରିପୋର୍ଟ ସମର୍ଥ ନିଉଜ।




