Entertainment

ଦୁର୍ଗା ମଣ୍ଡପ ରେ ନାଟକ ମଞ୍ଚସ୍ଥ

ଛତିଆ ଇଛାନଗର ପାଟଣା ଜୟ ମା ଦୁର୍ଗା ନାଟ୍ୟ ପରିଷଦ ଆନୁକୂଲ୍ୟରେ ଚଳିତ ମାସ 25ଓ 26ତାରିଖ 2ରାତ୍ର ବ୍ୟାପି ସେ ଦିନର କଥା ମନେ ଅଛିନା, କାହାଣୀ କାନ୍ଦୁଛି ଆଖି ଲୁଚେଇ ନାଟକ ମଞ୍ଚସ୍ଥ ହୋଇ ଯାଇଅଛି, ବିକ୍ରମ ନାୟକ ଓ ତପନ ପୃଷ୍ଟି ନାଟ୍ୟ ନିର୍ଦେଶନା ଦେଇ ଥିବା ବେଳେ ସୁପ୍ରିୟା ନନ୍ଦ ନୃତ୍ୟ

ନିର୍ଦେଶନା ଦେଇ ଥିଲେ, ପ୍ରଥମ ରଜନୀ ରେ ବିଧାୟକ ଅମର ପ୍ରସାଦ ଶତପଥି ଓ ରାଜ୍ୟ ବିଜେପି ସମ୍ପାଦକ ଅମର ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଗ୍ରାମ ବାସୀଙ୍କୁ ଉତ୍ସଚ୍ଛାହିତ କରାଇଥିଲେ, ଦ୍ୱିତୀୟ ରଜନୀ ରେଉଦଯାପନୀ ସମାରୋହ ରେ ସମାଜ ସେବୀ ଛତିଆ କଲେଜ ର ପ୍ରାକ୍ତନ ଛାତ୍ର ସଂସଦ ଅଧକ୍ଷ ରବୀନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ରମେଶ ପୃଷ୍ଟି

ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ

ମଞ୍ଚସ୍ଥ ନାଟକ ର ଶୁଭାରମ୍ଭ କରି ଥିଲେ ଗିରିଶ ପାତ୍ର ପ୍ରଦୂଷ ନାଥ ଦାମୋଦର ବେହେରା ପ୍ରମୋଦ ବେହେରା ଅମରନାଥ ସର୍ବେଶ୍ୱର ରାଉଳ ସାଗର ବେହେରା ବିପିନି ନାୟକ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିବା ବେଳେ ଗ୍ରାମ ବାସି ସହଯୋଗ କରିଥିଲେ, ଇଛା ନଗର ପାଟଣା ଗ୍ରାମ ର ଛୋଟ ବଡ଼ କଳାକାର ମନେ ଅତ୍ୟନ୍ତ ନିଖୁଣ ଭାବେ ଅଭିନୟ ପ୍ରଦର୍ଶନ କରିଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ, ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button