Entertainment

ମାଁ ଦୁର୍ଗାଙ୍କ ଆଗମନ

ମାଁ ଦୁର୍ଗାଙ୍କ ଆଗମନ

………………………………..

ମାଆ ଗୋ ମାଆ

ମୋ ଦୁର୍ଗା ମାଆ 

ଆଶ୍ୱିନ ମାସ ଆସିଛି

ମାଆ ଆଗମନ କରିଛି

ଧରଣୀରାଣୀ ହସୁଛି 

କାଶତଣ୍ଡୀ ଫୁଲ ଫୁଟିଛି ll 

ଢ଼ୋଲନିଶାନ ଏଠି ବାଜୁଛି

ମଣ୍ଡପ ସୁନ୍ଦର ଲାଗୁଛି

ଗଳାରେ ମନ୍ଦାରମାଳା ଝୁଲୁଛି

କେତେ ସୁନ୍ଦର ମାଆ ଦିଶୁଛି ll

 

ଦଶଭୁଜାରେ ଅସ୍ତ୍ର ଧରିଛି

ସିଂହ ପିଠିରେ ବସିଛି 

ମହିଷାସୁରକୁ ମାରିଛି 

ଜଗତ ଉଦ୍ଧାର କରିଛି ll

 

ଦୁର୍ଗା ରୂପରେ ଆସିଛି 

ଦୁନିଆ ଜନନୀ ବୋଲି କହୁଛି 

ମହିଷାମର୍ଦ୍ଧନୀ ହୋଇଛି

ପାପିଙ୍କୁ ବିନାଶ କରିଛି ll

ହୃଦାନନ୍ଦ ମେହେର,ସାମ୍ବାଦିକ

ଲକ୍ଷ୍ମୀପ୍ରସାଦ (ନାରାୟଣ ନଗର), ବୌଦ୍ଧ

ମୋ-8260838260

Related Articles

Back to top button