Country
ମା ମଙ୍ଗଳା ଙ୍କ ପୀଠ ରେ ଦଶହରା ପୂଜା।

ମା ମଙ୍ଗଳା ଙ୍କ ପୀଠ ରେ ଦଶହରା ପୂଜା ।

ସୋଲର ମା ମଙ୍ଗଳା ଙ୍କ ପୀଠ ରେ ଚଳିତ ମାସ 20ତାରିଖ ଠାରୁ 24ତାରିଖ ପର୍ଯ୍ୟନ୍ତ 5ଦିନ ବ୍ୟାପି ଦଶହରା ପୂଜା ଅନୁଷ୍ଠିତ ହେଉଅଛି, ପୀଠ ରେ 6ଷ୍ଟି ପୂଜା କଲାସାଧିବାସ ବିଲ୍ଵ ବରଣ ସୂର୍ଯ୍ୟ ପୂଜା ସପ୍ତମୀ ପୂଜା ଅଷ୍ଟମୀ ପୂଜା ଚଣ୍ଡୀ ପାଠ ହୋମ ଆଳତି ପୁଷ୍ପାଞ୍ଜଳି ଓ ମା ଙ୍କ ଷୋଡଶ ଉପଚାର ପୂଜା ସମ୍ପର୍ଣ୍ଣ ହୋଇଅଛି, ପୂଜକ କାମଦେବ ପଣ୍ଡା କର୍ତ୍ତା ଭାବେ ଆହୁତି ପ୍ରଦାନ କରୁଥିବା ବେଳେ ପଣ୍ଡିତ ବିରଞ୍ଚି ନାରାୟଣ ମିଶ୍ର ଓ ସାଥି ପଣ୍ଡିତ ମଣ୍ଡଳୀ ବେଦ ମନ୍ତ୍ର ପାଠ କରୁଛନ୍ତି, କବି ନନା ଟିକି ନନା ମଙ୍ଗଳା କମିଟି ସଭାପତି ସଞ୍ଜୟ କୁମାର ବିଶ୍ୱାଳ ସମ୍ପାଦକ ବିପିନ ବିହାରୀ ପ୍ରହରାଜ ରମେଶ ମହାପାତ୍ର ଅରୁଣ କୁମାର ସ୍ୱାଇଁ ବିକ୍ରମ ଓଝା ଓ ପ୍ରମୋଦ ସାହୁ ଙ୍କ ସମେତ ସମସ୍ତ ସଭ୍ୟ ତଥା ଗ୍ରାମ ବାସି ଏଥିରେ ସହଯୋଗ କରୁଛନ୍ତି, ଭକ୍ତ ଙ୍କ ପାଇଁ ନିତ୍ୟ ପ୍ରସାଦ ସେବନ ର ବ୍ୟବସ୍ଥା ରହିଛି,।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ




