କଣ୍ଟାପଡ଼ାରେ ମୋ ଓଡିଶାନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ।

–କଣ୍ଟାପଡ଼ାରେ ମୋ ଓଡିଶାନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ।

କଟକ ଜିଲ୍ଲା ନିଆଳି ନିର୍ବାଚନମଣ୍ଡଳୀ କଣ୍ଟାପଡ଼ା ବ୍ଳକର ୧୪ ଗୋଟି ପଞ୍ଚାୟତରେ ୧୬୩ଟି ପ୍ରକଳ୍ପ ପାକଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୭କୋଟି ଟଙ୍କା କାନାବ୍ୟୟ ବରାଦ କରିଛନ୍ତି। କାର୍ଯ୍ୟକ୍ରମରେ ମାନ୍ୟ ବରବିଧାୟକ ନିଆଳି ତଥା କଟକ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ପ୍ରଫେସର ଡକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କ ସହଯୋଗରେ କଣ୍ଟାପଡ଼ା ବ୍ଳକ ୮ନଂଜୋନ ଜିଲ୍ଲାପରିଷଦ – ପିୟୁଷରଞ୍ଜନ ମିଶ୍ର,କଣ୍ଟାପଡ଼ା ବ୍ଳକ ନଅନମ୍ବର ଜୋନ ଜିଲ୍ଲାପରିଷଦ କ୍ରିଷ୍ଣାରାଣୀ ବେହେରା । , କଣ୍ଟାପଡ଼ା ବିଡିଓ ବିରଞ୍ଝନାରାୟଣ ବେହେରା । କଣ୍ଟାପତା ତହସିଲଦାର ପ୍ରସନ୍ନ କୁମାର ସାମନ୍ତରାୟ, ବ୍ଳକର ସମସ୍ତ ସରକାରୀ କର୍ମଚାରୀ କଣ୍ଟାପଡ଼ା ବ୍ଳକର ଆତ୍ମା ଅଧକ୍ଷ ନକୁଳ ରାଉତ, କଣ୍ଟାପଡ଼ା ସାଂସଦଙ୍କ ପ୍ରତିନିଧି ବିମାନ ବିହାରୀ ବେହେରା । କଣ୍ଟାପଡ଼ା ବ୍ଳକ ଡିଜିଟାଲ ସମ୍ପାଦକ ପ୍ରିତମ ମହାପାତ୍ର ବ୍ରାହ୍ମଣବାଟୀସରପଞ୍ଚ ତଥା କଣ୍ଟାପଡ଼ା ବ୍ଳକ ସରପଞ୍ଚ ସଂଘ ସଭାପତି ସଞ୍ଜୟ ରାଉତରାୟ ପୋସ୍ତଳସରପଞ୍ଚ ସସ୍ମିତାଶାସନୀ ଅତଶପୁର ସରପଞ୍ଚ ସୁଦ୍ରତ ଦାସ ଉତ୍ତାରଣ ସରପଞ୍ଚ ହେମନ୍ତ କୁମାର ମଲ୍ଲିକ, ପାଟସୁନ୍ଦରପୁର ସରପଞ୍ଚମାନୁଶ୍ରୀ ମଲ୍ଲିକ, ଗୋବିନ୍ଦପୁର ସରପଞ୍ଚସୁମିତ୍ରା କର.ନୂଆଗାଁ ସରପଞ୍ଚସୁପ୍ରିୟା ଭୋଇ, ପୋସ୍ତଳ ସମିତି ସଭ୍ୟ ସମ୍ମିତା ଦାସ, ଝାରପଡ଼ା ସମିତି ସଭ୍ୟ ଜଗନ୍ନାଥ ସାହୁ, ଗୋବିନ୍ଦପୁର ସମିତି ସଭ୍ୟ ସନ୍ଧ୍ୟାରାଣୀ ଦାସଙ୍କ ସହ ମିଶି ନଶକ୍ତି ମହିଳା ଜନସାଧାରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପୋସ୍ତଳସରପଞ୍ଚ ଶ୍ରୀମତୀ ସମ୍ମିତ ।ଶାସନୀ ଅଭିଭାଷଣରଖି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
କଣ୍ଟାପଡ଼ାରୁ ପୁଷ୍ପଲତା ଦୀକ୍ଷିତଙ୍କ ରିପୋଟ ସମର୍ଥ ନିୟୁଜ଼



