Orisha
ବ୍ରାହ୍ମଣ ଭୋଜନ ଖାଇବାକୁ ନେଇ ଦୁଇ ପକ୍ଷ ହାତାହାତୀ ।

ବ୍ରାହ୍ମଣ ଭୋଜନ ଖାଇବାକୁ ନେଇ ଦୁଇ ପକ୍ଷ ହାତାହାତୀ ।

କଣ୍ଟାପଡ଼ା ବ୍ଳକ ଉତ୍ତାରଣ ଗ୍ରାମପଞ୍ଚାୟତର କାଲି ବ୍ରାହ୍ମଣ ଭୋଜନ ସମୟରେ ନିମନ୍ତ୍ରିତ ନ ଥିବା ଜଣେ ବ୍ରାହ୍ମଣ ଆସି ଖାଇବାକୁ ମାରିଥିଲେ।ସେହି ସ୍ଥାନରେ ଭୋଜନ ବଣ୍ଟନ ଦାୟିତ୍ଵରେ ଥିବା ବ୍ରାହ୍ମଣମାନେ ତାଙ୍କୁ ଖାଇବାକୁ ନ ଦେଇ ସେଠାରୁ ତୁରନ୍ତ ପଳେଇ ଯିବାକୁ କହିଥିଲେ।ସେହି ବ୍ରାହ୍ମଣ ଜଣକ ମନ ଦୁଃଖରେ ଫେରିଯାଉଥିବାର ଦେଖି ସେହି ଗ୍ରାମ ର ଅନ୍ୟଜଣେ ଲୋକ ପ୍ରତିବାଦ କରିଥିଲେ । ଏବଂ ସେଠାରେ ଥିବା ବ୍ରାହ୍ମଣମାନଙ୍କୁ କହିଥିଲେ କି ଖାଇବାକୁ ଆସିଥିବା ଲୋକକୁ କଣ କେହି ଏମିତି ଫେରାଇ ଦିଅନ୍ତି । ଏହି କଥାକୁ କେନ୍ଦ୍ରକରି ସେହି କହିଥିବା ଲୋକଟି ଆଜି ଜଣକ ଘରକୁ କାମ କରିବାକୁ ଆସିଥିବା ସମୟରେ ଏହି ପ୍ରତିବାଦ କରିଥିବା ଲୋକଟିକୁ ସେହି ବ୍ରାହ୍ମଣମାନେ ମାରଧର କରିଥିଲେ।ଏବଂ ସେହି ବ୍ୟକ୍ତି ଜଣକ ମାଡ଼ ମଧ୍ୟ ଖାଇଥିଲେ ।
କଣ୍ଟାପଡ଼ାରୁ ପୁଷ୍ପଲତା ଦୀକ୍ଷିତଙ୍କ ରିପୋଟ ସମର୍ଥ ନିୟୁଜ୍



