Orisha
ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଲେନ୍ଦୁ ରାୟ ହକି ଖେଳାଳିଙ୍କୁ ହକି ଉପକରଣ ପ୍ରଦାନ


ବିନିକା, ୬/୧୦ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସିଣ୍ଡୋଲ ପଞ୍ଚାୟତର ଦକ୍ଷିଣିପାଲୀ ହକି ଖେଳ ପଡିଆରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଲେନ୍ଦୁ ରାୟ ହକି ଖେଳାଳିଙ୍କୁ ହକି ଉପକରଣ ପ୍ରଦାନ କରିଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷଣ ଭୋଇ, ଜିଲ୍ଲା କ୍ରିଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଉଲୁଣ୍ଡା ବିଡିଓ କରିଶ୍ମା ଭେସ୍ରା,ଏଇଇ ମୁକ୍ତେଶ୍ଵର ମାଝୀ, କନିଷ୍ଠ ଯନ୍ତ୍ରୀ ବିଜୟ ପୂର୍ତ୍ତି, କୃତିବାସ ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ।
ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍)



