Orisha
ଗଣେଷ ଭସାଣି ରେ ଯୋଗ ଦେଲେ ବିଧାୟକ।


ଆଜି ଚମ୍ପାପୁର ପଂଚାୟତ ସପନପୁର ୟୁଥ କ୍ଲବ ର ଗଣେଷ ଭସାଣି ରେ ବିଧାୟକ ଅମର ପ୍ରସାଦ ଶତପଥି ଯୋଗ ଦେଇ କ୍ଲବ ର ପିଲା ମାନଙ୍କୁ ଉତ୍ସାହିତ କରାଇଥିଲେ, ମେଢ଼ ଆଗରେ ବିଧାୟକ ଙ୍କୁ କାନ୍ଧରେ ବସାଇ ନାଚି ଥିଲେ, ପୂର୍ବ ତନ ସରପଞ୍ଚ ବସୁଦେବ ସ୍ୱାଇଁ ଙ୍କ ତତ୍ୱା ବଧାନ ରେ ତଥା ସ୍ଥାନୀୟ ପୋଲିସ ଙ୍କ ସହ ଯୋଗ ରେ ଶାନ୍ତି ଶୃଙ୍ଖଳା ରେ ରାତ୍ର 10ଟା ରେ ମେଢ଼ କୁ ସଫେଇ ନାଳ ରେ ବିସର୍ଜନ କରା ଯାଇଥିଲା
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



