Orisha
ମହାପୁରୁଷ ହାଡ଼ିଦାସ ଗଣେଷ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ


ମହାପୁରୁଷ ହାଡ଼ିଦାସ ଗଣେଷ ପୂଜା କମିଟି ଚମ୍ପାପୁର ପକ୍ଷରୁ ଆଜି ଚମ୍ପାପୁର ହାଟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି, ସ୍ଥାନୀୟ ଅଂଚଳ ର ବଛା ବଛା କୁନି କୁନି କଳାକାର ମାନଙ୍କୁ ନେଇ
ବିଶେଷ ଆକର୍ଷଣ ଥୀଲା ନୁପୁର ଡାନ୍ସ ଗ୍ରୁପ ର ଚିତା କର୍ଷକ ନୁର୍ତ୍ୟ ପ୍ରତିଯୋଗିତା, କୃତି କଳାକାର ମାନଙ୍କୁ ପୁରସ୍କୃତ କରା ଯାଇଥିଲା ଅନୁଷ୍ଠାନ ପକ୍ଷରୁ କମିଟି r ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ କୁନି କଳାକାର ଙ୍କୁ ପ୍ରମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା,ହରିହର ବେହେରା ମଞ୍ଚ ପରିଚାଳନା କରି ଥିବା ବେଳେ କୁମାର ମଣ୍ଟୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ ।ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗ ଦେଇ ଥିଲେ ସରପଞ୍ଚ ପ୍ରତିନିଧି ସ୍ମିତି ରଞ୍ଜନ ପ୍ରଧାନ ସମିଟସଭ୍ୟ ସତ୍ୟ ବ୍ରତ ବିଶ୍ୱାଳ ସମାଜ ସେବୀ ଦିଲୀପ ରାଉତ ସାମ୍ବାଦିକ କାର୍ତିକ ରାଉତ ମୋହନ ଖିଲାର ଓ ହରିହର ବେହେରା
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



