Orisha

ଗଞ୍ଜାମ ଜିଲ୍ଲା ଅଧିଷ୍ଠିତ ଦେବୀ ମା ତାରାତାରିଣୀ ୧୬ ଦିନ ପର୍ବ ଆରମ୍ଭ ହୋଇଛି

ଗଞ୍ଜାମ ଜିଲ୍ଲା ଅଧିଷ୍ଠିତ ଦେବୀ ମା ତାରାତାରିଣୀ ୧୬ ଦିନ ପର୍ବ ଆରମ୍ଭ ହୋଇଛି ଏହିପର୍ବରେ ପୂଜକ ପରିବାର ମାନେ ୧୦୮ କଳସ ରେ ଋଷିକୂଲ୍ୟା ନଦୀ ରୁ ପାଣିନେଇ ୯୯୯ ପହାଚ ଚଢ଼ି ଆଦିଶକ୍ତି ମା ଙ୍କୁ ଜଳାଭିଷେକ ପରେ ମା ଙ୍କ ମାଜଣା ଆଳତି ବେଢା ପରିକ୍ରମା ପୂଜା ପାଠ ହୋଇଥିଲା ଏହି ପୂଜାପାଠ ୧୬ ଦିନ ଧରି ପର୍ବ ଚାଲୁରହିବ ଏହି କାର୍ଯ୍ୟରେ ପୁରୁଷୋତ୍ତମ ପୁର ତହସିଲଦାର ସନ୍ତୋଷ କୁମାର ସାହୁ ବି ଦି ଓ ବିଜୟ କୁମାର ବେହେରା ସ୍ଥାନୀୟ ଆଇ ଆଇ ସି ସମୀର କୁମାର ରାଉତ ମନ୍ଦିର ସେବାୟତର ସଂଘ ସଭାପତି ତପନ କୁମାର ରଣା ମୁଖ୍ୟ ସେବାୟତ ବାପୁଜୀ ରଣା ଙ୍କ ସହ ବହୁସେବାୟତ ସହଯୋଗକରିବାସହ ଘଣ୍ଟ ଡୋଳ ଶଙ୍ଖ ତାଳ ମନ୍ଦିରରୁ ଚାଲନ୍ତି ପ୍ରତିମାଙ୍କୁ ବିମାନରେ ସ୍ନାନମଣ୍ଡପକୁ ଅଣାଯାଇଥିଲା ସେଠାରେ ରୀତିକାନ୍ତି ଅନୁସାରେ ପୁରେହିତ ମାନଙ୍କ ମନ୍ତ୍ର ଉଚ୍ଚାରଣ ସହସ୍ର କୁମ୍ଭ ଅଭିଷେକ କାର୍ଯ୍ୟ କରାଯାଇ ମାଙ୍କୁ ମନ୍ଦିର ଭିତରକୁ ନିଆଯାଇଥିଲା ଏହି ଉଛବରେ ବିଭିନ୍ନ ସ୍ଥାନରୁ ବହୁ ଭକ୍ତ ଉପସ୍ଥିତ ରହି ମା ଙ୍କୁ ଦର୍ଶନ କରିଥିଲେ ।

ଗଞ୍ଜାମ ରୁ ଭବାନୀ ଶଙ୍କର ପଣ୍ଡା ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button