Orisha
ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା


ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ବ୍ଲକ ଅନ୍ତର୍ଗତ ଡାକ ବଙ୍ଗଳାଠାରେ ଖଲିକୋଟ ନିର୍ଵାଚନ ମଣ୍ଡଳୀ ଓ ଏନଏସି ଆଜି ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା ଐତିହାସିକ ଓ ଅଭୁତପୂର୍ବ ଥିବା ଦେଖିବାକୁ ମିଳିଥିଲା।ବିଜେଡି ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ନେତୃତ୍ୱରେ ବ୍ଲକ ସଭାପତି ଚିତ୍ତରଞ୍ଜନ ପାଣିଗ୍ରାହି ଏନଏସି ଚେରମେନ ପ୍ରିୟଙ୍କା ଗୌଡ଼ ବଳିଷ୍ଠ ବି ଜେ ଡ଼ି ନେତା ପୂର୍ଣଚନ୍ଦ୍ର ଦାଶ ନରସିଂହ ପଣ୍ଡା ଏନଏସି ଉପାଦକ୍ଷା କ୍ରୁଷ୍ଟଚନ୍ଦ୍ର ପଣ୍ଡା ବିଧାୟିକା ପତିନିଧି ଦୈତାରୀ ବେହେରା ସୁଧାଂଶୁ ଶେଖର ସାବତ ଓ ଖଲିକୋଟ ନିର୍ଵାଚନ ମଣ୍ଡଳୀର ୧୫ ଗୋଟି ପଞ୍ଚାୟତର ଜନପତିନିଧି ମାନେ ଉକ୍ତ ବୈଠକରେ ଉପଠିତ ଥିଲେ।
ଗଞ୍ଜାମ ରୁ ଭବାନୀ ଶଙ୍କର ପଣ୍ଡା ଙ୍କ ରିପୋର୍ଟ ସମର୍ଥ ନିୟୁଜ



