Orisha

ମାଆ ଲଙ୍କେଶ୍ଵରୀ ମନ୍ଦିର ରେ ଖଣ୍ଡାବସା କାର୍ଯକ୍ରମ।

ଆଜି ମୂଳାଷ୍ଟମୀ ତିଥି ଅବସରରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ସ୍ଥିତ ଲଙ୍କେଶ୍ଵରୀ ମନ୍ଦିର ରେ ଖଣ୍ଡାବସା  କାର୍ଯକ୍ରମ ହେଉଅଛି। ଏହି ଖଣ୍ଡାବସା କାର୍ଯକ୍ରମ ବହୁ ସ୍ଥାନ ରୁ ଦର୍ଶକ ମାନେ ମା ଙ୍କ ଦର୍ଶନ କରିବା ପାଇଁ ତଥା ଖଣ୍ଡାବସା କାର୍ଯକ୍ରମ ଦେଖିବା ବହୁ ସଂଖ୍ୟାରେ ଭିଡ ହେବାର ଦେଖିବାକୁ ମିଳିଥାଏ।

ଭବାନୀ ପାଟଣା ରୁ ପ୍ରମୋଦ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button