Orisha

ଗାନ୍ଧୀ ଜୟନ୍ତୀ ପାଳନ।

Anc. ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗତକାଲି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସର ରେ କଟକ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଶାନ୍ତି ଓ ଅହିଂସା ର ବାର୍ତ୍ତା ବାଣ୍ଟିଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା. ଏବଂ ବିଜେଡି ର ଜନ ସଂପର୍କ ପଦଯାତ୍ରା ଶୁଭାରମ୍ଭ କଲେ ପ୍ରତାପ ଜେନା .ଏହି ଅବସରରେ ହଜାର ହଜାର ଲୋକ ଏହି ପଦଯାତ୍ରା ରେ ସାମିଲ ହୋଇ ଜାତିର ପିତା ଗାନ୍ଧିଜୀଙ୍କ ଜୟ ଗାନ କରିଥିଲେ . ଭେଡ଼ା ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଛତିଆ ନିକଟ ବର୍ତ୍ତି ଗାନ୍ଧିଜୀ ଙ୍କ ସ୍ମୃତି ପୀଠ କଇଥା ଗାନ୍ଧୀ ଶିକ୍ଷା ଆଶ୍ରମ ଠାରେ ଏହି ପଦଯାତ୍ରା ଶେଷ ହୋଇଥିଲା. ଏହି ଅବସରରେ ମହାତ୍ମାଗାନ୍ଧୀ ଙ୍କ ପୂର୍ଣ୍ଣବୟାବ ପ୍ରତିମୂର୍ତ୍ତି କୁ ବିଧାୟକ ପ୍ରତାପ ଜେନା ଉଦ୍ଘାଟନ କରିଥିଲେ.

ବଡଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button