Orisha
ବଇରୀ ରେ ଗଣେଶ ପୂଜା ଭସାଣୀ କାର୍ଯକ୍ରମ।


ବୈରୀ ଗୋପୀନାଥ ପୂଜା କମିଟି ପକ୍ଷରୁ ଆଜି ଗଣେଷ ବସାଣି ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଅଛି, ଅଜୟ ମଲିକ ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ମା ମଙ୍ଗଳା ବ୍ରାସ ପାର୍ଟି ପ୍ରସେସନ କରି ରାତ୍ର 10ଟା ରେ ମେଢ଼ ବିସର୍ଜନ କରାଯାଇଥିଲା, ପୂଜା କମିଟି ର ସମସ୍ତ ସଭ୍ୟ ଉପସ୍ଥିତ ରହି ମେଢ଼ ଆଗରେ ନାଚି ନାଚି ଦାଣ୍ଡ ଦୁଲୁକାଇ ଦେଇ ଥିଲେ, ମୁରବି ତଥା ବୈରୀ ଥାନା ପୋଲିସ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ,



