Crime

ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ପୋଲିସ ପଞ୍ଝାରେ ୫ ଡକାୟତ

ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ପୋଲିସ ପଞ୍ଝାରେ ୫ ଡକାୟତ ଗିରଫ ଗୋଟିଏ କାର ବାଇକ ଦେଶୀ ବନ୍ଧୁକ ଖଣ୍ଡା  ବହୁ ମାରଣାସ୍ତ୍ର ଜବତ କଲା କବିସୂର୍ଯ୍ୟନଗର ପୋଲିସ ଏହି ୫ ଜଣିଆ ଡକାୟତ ଜରଡ ଠାରେ ବ୍ୟାଙ୍କ ATM ଡକାୟତ କରିବା ପାଇ ଯୋଜନା କରୁଥିବା ସମୟରେ କବିସୂର୍ଯ୍ୟନଗର ପୋଲିସ ୫ ଜଣ ଡ଼କାୟତକୁ ଗିରଫ କରି ସେମାନଙ୍କଠାରୁ ବହୁ ମାରଣା ଅସ୍ତ୍ର ଜବତ କରି କୋର୍ଟ ଚାଲଣ କରିଛି ପୋଲିସ।

ଗଞ୍ଜାମ ରୁ ଭବାନୀ ଶଙ୍କର ପଣ୍ଡା ଙ୍କ ରିପୋର୍ଟ ସମର୍ଥ ନିଉଜ

Related Articles

Back to top button